Month: January 2026

ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବନ – ମୁହଁ ଖୋଲିଲେ ବାପା ବିଜୟ

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ କହିଛନ୍ତି,ଅରବିନ୍ଦଙ୍କ…

ଭୁବନେଶ୍ୱରରେ ଆରମ୍ଭ ହେଲା ୧୬ତମ ଓଡ଼ିଶା ଓପନ୍ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ୨୦୨୬

ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ୧୬ତମ ଓଡ଼ିଶା ଓପନ୍ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ୨୦୨୬ ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ର ତତ୍ତ୍ୱାବଧାନରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଏବଂ ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍…

ବିଏମସି ନିର୍ବାଚନ ଫଳାଫଳ ମୁଖ୍ୟ ଖବର: ‘ଠାକରେ ବ୍ରାଣ୍ଡ’ ପଛରେ, ବିଏମସି ନିର୍ବାଚନରେ ବିଜେପି-ସେନାର ବଡ଼ ବିଜୟ

ବର୍ତ୍ତମାନର ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି-ଶିବସେନା ମେଣ୍ଟ BMCର 117ଟି ୱାର୍ଡରେ ଆଗରେ ଅଛି। 88ଟିରେ ବିଜେପି ଆଗୁଆ ଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନା 28ଟି ୱାର୍ଡରେ ଆଗରେ ଅଛି। ବହୁମତ ସଂଖ୍ୟା ହେଉଛି 114। ବିଏମସି ନିର୍ବାଚନ ଫଳାଫଳ…

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଊଦଘାଟିତ

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଊଦଘାଟିତ ଅନୁଗୋଳ,ତା୧୬.୦୧:- ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆଜି ପୂର୍ବାହ୍ନରେ ବିଜୁ ମଇଦାନ ଠାରେ ଊଦଘାଟିତ ହୋଇଯାଇଛି । ଏହି ମେଳା ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି…

ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ତିନିଦିନ ଧରି ହୋଇଥାଏ ଆଜି ଉତ୍ସବର ପ୍ରାରମ୍ଭରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା…

୨୮ତମ କଳାହାଣ୍ଡି ଲୋକକଳା ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

୨୮ତମ କଳାହାଣ୍ଡି ଲୋକକଳା ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଭବାନୀପାଟଣା,୧୫/୦୧( ଜାଗ୍ରତ ଭାରତ )-୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳା ଉପସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ମମତା ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ସୁଶାସନ ଦିବସ ପାଳିତ

ମମତା ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ସୁଶାସନ ଦିବସ ପାଳିତ ଧର୍ମଗଡ଼ (ଜାଗ୍ରତ ଭାରତ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେମମତା ସ୍ଵେଛାସେବି ଅନୁଷ୍ଠାନ ଦ୍ୱାରା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ବର୍ସୁଲ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି.ବିଶେଷକରି ଗ୍ରାମାଞ୍ଚଳ ରେ…

ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର କୁ ଶୀତ ପାଇଁ ୟେଲୋ ୱାର୍ଣିଂ ଜାରି

ଶୀତ ଲହରି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପରବର୍ତୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଶୀତ ଲହରି…

ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

କୋଲକାତା: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍‌) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ…

ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ

ୱାଶିଂଟନ: ଇରାନରେ ଲାଗି ରହିଥିବା ଉତ୍ତେଜନା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଥିବା ସେନା ଘାଟିଗୁଡିକରୁ ଆମେରିକା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁ ସୈନ୍ୟମାନେ ଏବେ ଘାଟିରେ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ…