ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ଅନୁଗୋଳ, 03/10 – ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ସକାଳ ଖବର କାଗଜ ବଅଁରପାଳ ପ୍ରତିନିଧି ଅଖିଳ କୁମାର ମହାପାତ୍ର, ଓରିଶା ଟୁଡ଼େ ଜିଲ୍ଲା ପ୍ରତିନିଧି ସୁଶୀଲ କୁମାର ଆଇଚ, ଟାଟା ଷ୍ଟିଲ ଏକଜିକ୍ୟୁଟିଭ କର୍ପୋରେଟ ଭବେନ୍ ରଞ୍ଜନ କର, ହାଇସ୍କୁଲ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ l ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ...

ତାଳଚେର ପୌରାଞ୍ଚଳ ର ବିଭିନ୍ନ ସମସ୍ୟା ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର :ତା 5/6/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କିଛିଦିନ ପୂର୍ବେ ତାଳଚେର ଗସ୍ତ କରି ପୌରାଞ୍ଚଳ ର କାର୍ଯ୍ୟକର୍ତା ର ଆପତ୍ତି ଅଭିଯୋଗ ଶୁଣିଥିଲେ |ସାଂସଦ ଶ୍ରୀ ପାଣି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ବାସଭବନ ରେ...

ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ ଅନୁଗୋଳ: ୫ ଜୁନ ୨୦୨୬: ଜିନ୍ଦଲ ଷ୍ଟିଲ ଅନୁଗୋଳ ସ୍ଥିତ ଜିନ୍ଦଲ ନଗରରେ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଏବଂ ପରିବେଶଗତ ସ୍ଥିରତା ପାଇଁ ଗୋଟିଏ...

ବିଶ୍ୱ ପରିବେଶ ଦିବସ: ITBP ଦେଶବ୍ୟାପୀ ବିଶାଳ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛି ନୂଆଦିଲ୍ଲୀ, ୦୫ ଜୁନ୍ ୨୦୨୬: ବିଶ୍ୱ ପରିବେଶ ଦିବସ ଅବସରରେ, ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP) ସାରା ଦେଶରେ ଏକ ବିଶାଳ ବୃକ୍ଷରୋପଣ ଅଭିଯାନ ଚଳାଇଛି। ଏହି ଅବସରରେ, ITBP ଡିଜି ଶ୍ରୀ ଶତ୍ରୁଜିତ ସିଂହ କପୁର ADG ଶ୍ରୀ ସଞ୍ଜୟ ଗୁଞ୍ଜ୍ୟାଲ,...

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ପରିବେଶ ଦିବସ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ ଢେଙ୍କାନାଳ, ୫ ଜୁନ ୨୦୨୬:ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ର ଏକ ସଂସ୍ଥା, ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ-୨୦୨୬ ଏବଂ କେନ୍ଦ୍ରର ୩୧ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହ...

ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ମୁକ୍ତ କର୍ମଶାଳା ଅନୁଷ୍ଠିତ ଅନୁଗୋଳ, ୦୫.୦୬ : ୨୦୩୦ ମସିହା ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୃହତ ରଣନୀତି ପ୍ରସ୍ତୁତ ହୋଇଛି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଅନୁଗୋଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ (UNICEF) ର ମିଳିତ ଆନୁକୂଲ୍ୟରେ...

ଅନୁଗୋଳ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ 2026 ପାଳନ ଅନୁଗୋଳ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ 2026 ପାଳନ ଅନୁଗୋଳ ବନ ବିଭାଗର ସମସ୍ତ ରେଞ୍ଜରେ ବିଶ୍ୱ ପରିବେଶ ଦିବସ 2026 ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଥିଲା। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ବନ...

ନୁଆଦିଲ୍ଲୀ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଥିଲା। ଏଥର ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ ବାୟୁ । ସାଧାରଣତଃ,...

ଟି ଏମ ସି ସାଂସଦ ତଥା ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ହସ୍ପିଟାଲରେ ଅଭିଷେକଙ୍କ ସହ ସାକ୍ଷାତ କରିବା ପରେ ମମତା ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ...

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଶିବସେନାର ଦୁଇ ପ୍ରମୁଖ ଗୋଷ୍ଠୀଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ସମ୍ଭାବ୍ୟ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ଶିବସେନା ବିଧାୟକ ଅବଦୁଲ ସତା ରଙ୍କ ମତାମତ ରାଜନୈତିକ ମହଲରେ ନୂଆ ଆଲୋଚନା ସୃଷ୍ଟି କରିଛି। ଶିବସେନାର ଦୁଇ ଗୋଷ୍ଠୀ ପୁଣି ଏକାଠି...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଅସ୍ଥିରତା ଦେଖାଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ଭିତରେ ଏକ ବିଭାଜନ ଘଟିଛି। ବିଧାନସଭା ବାଚସ୍ପତି ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ସମେତ ୫୮ ବିଦ୍ରୋହୀ ନେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ବାଚସ୍ପତି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଦେଇଛନ୍ତି। ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଷାଠିଏ ବିଧାୟକ...

ନୁଆଦିଲ୍ଲୀ: ଭାରତକୁ ୨୦୨୬ ଟି-୨୦ ବିଶ୍ୱକପ୍ ଟାଇଟଲ ଦେଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ସୂଚନା ଅନୁଯାୟୀ, ସୂର୍ଯ୍ୟଙ୍କଠାରୁ ଟି-୨୦ ଅଧିନାୟକ ପଦ କାଢ଼ି ନିଆଯାଇଛି। ଘଟଣା କେବଳ ଅଧିନାୟକ ପଦ ହରାଇବା ପର୍ଯ୍ୟନ୍ତ ସୀମିତ ନୁହେଁ; ରିପୋର୍ଟରୁ ଏହା ମଧ୍ୟ ସୂଚିତ ହେଉଛି ଯେ, ସୂର୍ଯ୍ୟଙ୍କ ଦଳରେ ନିରନ୍ତର ଉପସ୍ଥିତି କଷ୍ଟକର...

ନୁଆଦିଲ୍ଲୀ, ୦୩/୦୬ : ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସିଥିବା ‘ଅନ୍-ସ୍କ୍ରିନ୍ ମାର୍କିଂ ବା OSM ସେବା କ୍ରୟରେ ହୋଇଥିବା ଅନିୟମିତତା ଅଭିଯୋଗକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଗମ୍ଭୀରତାର ସହ ନେଇଛି । ଏହି ବିବାଦ ଭିତରେ ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ତୁରନ୍ତ ବଦଳି କରାଯାଇଛି...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଅସ୍ଥିରତା ଦେଖାଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ଭିତରେ ଏକ ବିଭାଜନ ଘଟିଛି। ବିଧାନସଭା ବାଚସ୍ପତି ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ସମେତ ୫୮ ବିଦ୍ରୋହୀ ନେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ବାଚସ୍ପତି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଦେଇଛନ୍ତି। ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଷାଠିଏ ବିଧାୟକ...

ଭୁବନେଶ୍ୱର – ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ ବିଜେଡି ଟିକେଟ ଆଶାୟୀ ଥିଲେ। ରୁଦ୍ର ଓ ମିଲନ...

ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ...

ନୁଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଯୋସେଫ ବିଜୟ ବୁଧବାର ଦିନ ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ମାସର ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଥିଲା। ବିଜୟ ଦିଲ୍ଲୀର ତାମିଲନାଡୁ ହାଉସ ମଧ୍ୟ ପରିଦର୍ଶନ...

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି ବାଲିଗୁଡା, ତା, ୨୭/୦୫:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକର ମୋଟ ୧୭ ଜଣ ଦଳୀୟ କର୍ମୀ ଓ...

ତାଳଚେରରେ ଭାଙ୍ଗିବ କି ବିଜେଡ଼ି ଗଡ଼ ଉପନଗରପାଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଲା ରୋଚକମୋଡ଼ ତାଳଚେର, ୨୬/୦୫ ତାଳଚେର ପୌରପରିଷଦ ଉପନଗରପାଳ କାର୍ଯ୍ୟ କରିବା ଅସମର୍ଥ ଓ ଦୀର୍ଘଦିନ ହେବ କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିବାରୁ ବିଜେଡ଼ି ଦଳର ଉପନଗରପାଳ ଶୁଭଶ୍ରୀ ଶୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଅଣାଯାଇଥିଲା ଅନସ୍ତା ପ୍ରସ୍ତାବ । ଅନୁଗୋଳ ଜିଲ୍ଳାପାଳଙ୍କ ଚିଠି ଅନୁଯାୟୀ...

ନାଲକୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ବଅଁରପାଳ, ୨୨ / ୧୦ – ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ କଇଁଫୁଲିଆ ସାହି ର ଜୀବନ ବିଶ୍ୱାଳ ଙ୍କ ପୁତ୍ର ଶ୍ରୀମାନ ପାର୍ଥସାରଥୀ ବିଶ୍ୱାଳ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୪ ରିୟାଙ୍କ ରେ ଅଣ ସଂରକ୍ଷିତ ସାଧାରଣ...

ପ୍ରକାଶ ପାଇଲା ୨୦୨୨ OAS ଫଳାଫଳ ଟପ୍ ଟେନରେ ୫ ମହିଳା ଓ ୫ ପୁରୁଷ ଶ୍ବତାଶ୍ରୀ ମହାପାତ୍ର ୨୦୨୨ ଓଏଏସ୍ର ଟପ୍ପର, ଦ୍ବିତୀୟ ସ୍ଥାନରେ ଅଛନ୍ତି ପ୍ରିଙ୍କିଲ୍ ପରବିନ୍ ପରିଡ଼ା, ତୃତୀୟ ସ୍ଥାନରେ ଅଛନ୍ତି ଦୀପ୍ତି ରଞ୍ଜନ ପତି, ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଅଛନ୍ତି ଆଜାଦ କୁମାର ସାହୁ, ଷଷ୍ଠ...
ରାଜ୍ୟରେ ୩୦ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୯୮୯ ପଜିଟିଭ୍ ଚିହ୍ନଟ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା...









All rights reserved. Designed by Inter Softech