ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା: କଟକରେ ତୋରଣ ଖୋଲିବା ନିର୍ଦ୍ଦେଶ, କେନ୍ଦ୍ରାପଡ଼ାରେ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା: କଟକରେ ତୋରଣ ଖୋଲିବା ନିର୍ଦ୍ଦେଶ, କେନ୍ଦ୍ରାପଡ଼ାରେ ଛୁଟି ବାତିଲ କଟକ/କେନ୍ଦ୍ରାପଡ଼ା, ୨୪/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ପବନ ଓ ପ୍ରବଳ ବର୍ଷାରେ…
