Category: ତାମିଲନାଡୁ

ବିଜୟ-ସଙ୍ଗୀତା ବିବାହ ବିଚ୍ଛେଦ ମାମଲାରେ ନୂଆ ମୋଡ଼: ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ସଙ୍ଗୀତା

ବିଜୟ-ସଙ୍ଗୀତା ବିବାହ ବିଚ୍ଛେଦ ମାମଲାରେ ନୂଆ ମୋଡ଼: ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ସଙ୍ଗୀତା ଚେନ୍ନାଇ, ୧୦/୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ନୂଆ ମୋଡ଼। ଚେଙ୍ଗଲପଟ୍ଟୁ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୭ ମୃତ, ୬୦ରୁ ଉର୍ଦ୍ଧ୍ବ ଗୁରୁତର

ତାମିଲନାଡୁ : ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ…

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ବଡ଼ ହଲଚଲ। AIADMKର ପୂର୍ବତନ ମନ୍ତ୍ରୀ ଓ ଅନେକ ବରିଷ୍ଠ ନେତାଙ୍କ ସମେତ ୩୦୦ରୁ ଅଧିକ କର୍ମୀ ଆନୁଷ୍ଠାନିକ ଭାବେ TVKରେ ଯୋଗ ଦେଇଛନ୍ତି। ପାନାଇୟୁରସ୍ଥିତ TVK ମୁଖ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭେଲ୍ଲାମାଣ୍ଡି ନଟରାଜନ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୁଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଯୋସେଫ ବିଜୟ ବୁଧବାର ଦିନ ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ମାସର ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ…

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀi – ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁର ଅଞ୍ଚଳରେ ୧୦ ବର୍ଷର ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଛି। ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିବା ଝିଅଟି ଶୁକ୍ରବାର କନ୍ନମପାଲୟମ ହ୍ରଦ ନିକଟରେ କ୍ଷତାତ ଅବସ୍ଥାରେ ମୃତଦେହ ମିଳିଥିଲା। ପୋଲିସ…

ଫ୍ଲୋର ଟେଷ୍ଟରେ ବିଜୟ ପାସ୍

ତାମିଲନାଡ଼ୁ ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ବିଜୟ ପାସ୍। ଟିଭିକେ ସମର୍ଥନରେ ପଡ଼ିଲା ୧୪୪ ଖଣ୍ଡ ଭୋଟ୍‌। ଭୋଟ୍‌ଦାନରୁ ବିରତ ରହିଲା ଡିଏମକେ, ବିପକ୍ଷରେ ୨୨ ଖଣ୍ଡ ଭୋଟ୍। ଟିଭିକେ ସପକ୍ଷରେ ବିଦ୍ରୋହୀ AIADMK ବିଧାୟକଙ୍କ ଭୋଟ୍‌।ବିଧାନସଭାରେ ଭୋଟିଂ ସମୟରେ ନାଟକୀୟ…

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ‘ଥାଲାପତି’ ବିଜୟ: ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ‘ଥାଲାପତି’ ବିଜୟ: ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ତାମିଲଗା ଭେଟ୍ରି କାଜାଗମ୍ (TVK) ର ପ୍ରତିଷ୍ଠାତା ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ…

ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଆଜି ଏକ ନୂଆ ତଥା ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା…

ଟିଭିକେକୁ ଭିସିକେର ସମର୍ଥନ

ନୁଆଦିଲ୍ଲୀ: ଥୋଲ ତିରୁମାଭାଲାଭାନଙ୍କ ବିଦ୍ୟୁତଲାଇ ଚିରୁଥାଇଗାଲ କାଚି (ଭିସି କେ) ତାମିଲଗା ଭେଟ୍ରି କାଜାଗାମ (ଟିଭିକେ) କୁ “ସର୍ତ୍ତମୂଳକ” ସମର୍ଥନ ବଢାଇବା ପରେ ଅଭିନେତା-ରାଜନେତା ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ବିଜୟଙ୍କ ଦୁଇଟି ଆସନ ସମେତ ଟିଭିକେର ୧୦୮ଟି ଆସନ…

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ଚେନ୍ନାଇ: ସସପେନ୍ସ ହେଲା ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେରକରଙ୍କୁ ଭେଟିଛନ୍ତି ଥାଲାପତି ବିଜୟ । ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି ରାଜ୍ୟପାଳ । ୧୧୮ ବିଧାୟକଙ୍କର ଦସ୍ତଖତ ସହିତ…