ଗଞ୍ଜାମରେ ବନ୍ୟାଞ୍ଚଳ ବୁଲିଲେ ନବୀନ ପଟ୍ଟନାୟକ, ବିପନ୍ନ ଓ ଚାଷୀଙ୍କ ଦୁଃଖ ଶୁଣିଲେ
ଗଞ୍ଜାମରେ ବନ୍ୟାଞ୍ଚଳ ବୁଲିଲେ ନବୀନ ପଟ୍ଟନାୟକ, ବିପନ୍ନ ଓ ଚାଷୀଙ୍କ ଦୁଃଖ ଶୁଣିଲେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି ଗଞ୍ଜାମ, ୯ ନଭେମ୍ବର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି…
