ଯାଉଁଳିପୋଖରୀ ମଠରେ ଗିରିଗୋବଦ୍ଧନ ପୂଜା ପାଳିତ
ଯାଉଁଳିପୋଖରୀ ମଠରେ ଗିରିଗୋବଦ୍ଧନ ପୂଜା ପାଳିତ ଢେଙ୍କାନାଳ, ୧୦/୧୧: ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କର ଗିରିଗୋବର୍ଦ୍ଧନ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମହାଆଡମ୍ବର ସହିତ ପାଳିତ ହୋଇଯାଇଅଛି । ମଧ୍ୟାହ୍ନରେ କୂଞ୍ଜରେ ଡାଳଛାମୁଣ୍ଡିଆ କରାଯାଇ ଠାକୁରଙ୍କୁ…
