Month: February 2026

କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଛି । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା…

କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ। ସେଠାରେ ଟେକ୍ସଟାଇଲ…

ଆସାମରେ କୁମାର ଭାସ୍କରବର୍ମା ସେତୁର ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ ଜିଲ୍ଲାସ୍ଥିତ ଜାତୀୟ ରାଜପଥ ପାଶ୍ୱର୍ରେ ବିକଶିତ ମୋରାନ୍‍ ବାଇପାସ୍‍ରେ ଆଜି ଜରୁରୀକାଳୀନ ଅବତରଣ ବ୍ୟବସ୍ଥାର ଉଦ୍‍ଘାଟନ କରିଛନ୍ତି । ଆସାମକୁ ଦିନିକିଆ ଗସ୍ତ ଅବସରରେ ଶ୍ରୀ ମୋଦୀ ପୂର୍ବାହ୍ନରେ ସେଠାରେ ଅବତରଣ କରିବା ସହ…

ବଳଭଦ୍ରପୁରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର…

ଐତିହ୍ୟ ସମ୍ପନ୍ନ ରକଲା କୁଣ୍ଡେଶ୍ୱର ପୀଠ: ଯେଉଁଠି ଭଗବାନ ଶିବ ଙ୍କ ର ଅଲୌକିକ ମହିମା ଏବଂ ପଥର କାନ୍ଥରେ ଜୀବନ୍ତ ହୁଏ ପ୍ରାଚୀନ କଳା ଓ ବିଶ୍ୱାସ

ଐତିହ୍ୟ ସମ୍ପନ୍ନ ରକଲା କୁଣ୍ଡେଶ୍ୱର ପୀଠ: ଯେଉଁଠି ଭଗବାନ ଶିବ ଙ୍କ ର ଅଲୌକିକ ମହିମା ଏବଂ ପଥର କାନ୍ଥରେ ଜୀବନ୍ତ ହୁଏ ପ୍ରାଚୀନ କଳା ଓ ବିଶ୍ୱାସ ​ ହିନ୍ଦୋଳ ରକଲା 14/02 – ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ…

ପବିତ୍ର ମୋହନ ପ୍ରଧାନଙ୍କର ବଳିଦାନ ତାଳଚେର ମା ମାଟି ପାଇଁ ଗର୍ବ ଓ ଗୌରବ – ବିଧାୟକ ଟଙ୍କଧର ତ୍ରିପାଠୀ

ପବିତ୍ର ମୋହନ ପ୍ରଧାନଙ୍କର ବଳିଦାନ ତାଳଚେର ମା ମାଟି ପାଇଁ ଗର୍ବ ଓ ଗୌରବ, ବିଧାୟକ ଟଙ୍କଧର ତ୍ରିପାଠୀ ତାଳଚେର:- (୧୪ /୦୨ ) (ଜାଗ୍ରତ ଭାରତ ନ୍ୟୂଜ):- ତାଳଚେରର ପବିତ୍ର ମୋହନ ଇନ୍ଷ୍ଟି ଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି…

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଗ୍ରହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଶିଷ୍ଟ…

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ର ସାଧାରଣ ବୈଠକ

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ର ସାଧାରଣ ବୈଠକ,ଅଦ୍ୟ ତା -14-02-2026 ରିଖ, ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ସଂଘ ର ଉପସ୍ଥିତି ରେ ବାର୍ଷିକ ଆୟ ବ୍ୟୟ ବାବଦରେ ଆଲୋଚନା କରାଯାଇଥିଲା, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ସଂଘ…

ମହାଶିବରାତ୍ରୀ ଉପଲକ୍ଷେ ବ୍ରହ୍ମପୁରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କାର୍ଯ୍ୟସୂଚୀ ପରିଚାଳନା କମିଟି ତରଫରୁ ସ୍ଥିର

ବ୍ରହ୍ମପୁର, ୧୪/୨ : ମହାଶିବରାତ୍ରୀ ଉପଲକ୍ଷେ ବ୍ରହ୍ମପୁରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କାର୍ଯ୍ୟସୂଚୀ ପରିଚାଳନା କମିଟି ତରଫରୁ ସ୍ଥିର କରାଯାଇଛି ।ପ୍ରାତଃ ୩ ଘଣ୍ଟା ୩୦ ମିନିଟ୍ ସମୟରେ ଦ୍ୱାର ଖୋଲା, ମଙ୍ଗଳ ଆଳତୀ…

ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ

ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ଅନୁଗୋଳ, ୧୪.୦୨ : ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ନାଲକୋ ଏସ୍ଏଣ୍ଡପି କମ୍ପ୍ଲେକ୍ସ ମଧ୍ୟରେ ଆଜି ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ର…