Month: February 2026

୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ କାଲି ; କଂଗ୍ରେସ , ବାମଦଳ କରିବେ ସମର୍ଥନ

ଭୁବନେଶ୍ୱର, ୧୧ ଫେବୃଆରୀ (ଜାଗ୍ରତ ଭାରତ)- ୧୨ ଦଫା ଦାବି ନେଇ ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷକ୍ଷରୁ ଆସନ୍ତାକାଲି ୧୨ ତାରିଖ ଦିନ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ୪ଟି ଲେବର…

କାନାଡା ସ୍କୁଲରେ ଗୁଳିକାଣ୍ଡ: ୧୦ ମୃତ

ନୁଆଦିଲ୍ଲୀ: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଟମ୍ବଲର ରିଜ ସେକେଣ୍ଡାରୀ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପୋଲିସର କହିବା ଅନୁସାରେ, ଅନେକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ଘଟଣାରେ ଏଯାଏଁ ଆକ୍ରମଣକାରୀଙ୍କ ସମେତ ୧୦ ଜଣଙ୍କର…

ପିୟୁସିସି ଫାଇନ କମାଇବା ଯୋଜନା ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର: ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ କହିଛନ୍ତି ପରିବହନ ମନ୍ତ୍ରୀ । ଆହୁରି କହିଛନ୍ତି, ଟୋଲ ଗେଟରେ ପିୟୁସିସି ଫାଇନ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର…

ସବୁ ଗାଁ’କୁ ପାଇପ୍ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କର। ଏହାକୁ ଏକ ମିଶନ୍ ମୋଡ୍ରେ କାର୍ଯ୍ୟକାରୀ କର। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର…

ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି, ସମ୍ମାନ ଜଣାଇ ଠିଆ ହେବା ହେବ ବାଧ୍ୟତାମୂଳକ

କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ସରକାରୀ ସ୍କୁଲ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ବାଜିବ। ଏହି ସମୟ…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୫ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ । ସୁସୁଡା ସ୍ଥିତ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ । ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା ।…

ଗ୍ରୁପ ଏ’ ପଏଣ୍ଟ ତାଲିକାରେ ପାକିସ୍ତାନ, , ୧୫ରେ ଭାରତ ସହ ମହାମୁକାବିଲା

୨୦୨୪ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ପାକିସ୍ତାନ । ୟୁଏସଏକୁ ୩୨ ରନ୍‌ରେ ହରାଇ ପାକିସ୍ତାନ ଗ୍ରୁପ ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୯ ୱିକେଟ୍ ବିନିମୟରେ…

ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ ସାବତଙ୍କ ସଭାପତିତ୍ୱରେ ସମର୍ପଣ ଦିବସ ପାଳିତ

ବ୍ରହ୍ମପୁର, ୧୧/୨ : ମହାନ ଚିନ୍ତାନାୟକ ତଥା ଏକାତ୍ମମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ପୁଣ୍ୟତିଥିକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ଦେଶରେ ଏହାକୁ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ…

ଦୁଷ୍ମନ୍ତ କୁମାର ଦଳବେହେରା ତୃତୀୟ ଥର ପାଇଁ ହେଲେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି

ଦୁଷ୍ମନ୍ତ କୁମାର ଦଳବେହେରା ତୃତୀୟ ଥର ପାଇଁ ହେଲେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଅନୁଗୋଳ – ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ତୃତୀୟ ଥର ପାଇଁ ଦୁଷ୍ମନ୍ତ ଦଳବେହେରା (ବାବୁ ଭାଇଙ୍କୁ) ଦାୟିତ୍ଵ ଦିଆଯାଇଛି। ବାବୁ…

ଫେବୃଆରୀ ୧୭ରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି

ନୁଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଫେବୃଆରୀ ୧୭ ତାରିଖରେ ଏକ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ସେ ଫେବୃଆରୀ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ। ହରିଜନ ୨୪୭ ରୋଡମ୍ୟାପ୍ ଆଲୋଚନାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବ।…