Month: April 2026

ଶିଳ୍ପପତି ମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ…

ଗୋ-ମାଫିଆଙ୍କ ଘରୁ ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ

ଭଦ୍ରକ: ଗୋ-ମାଫିଆଙ୍କ ଘରେ ରେଡ । ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ବରେ ଜିଲ୍ଲାର ଏକାଧିକ ସ୍ଥାନରେ ପୋଲିସର ଚଢ଼ାଉ । ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ୩ ପ୍ରସଙ୍ଗ ନେଇ କରିଛନ୍ତ ଆଲୋଚନା । ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କଳେବର ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାନସ ସନ୍ତାନ ବୋଲାଉଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପର କଳେବର ସମ୍ପର୍କରେ ଆଜି ଲୋକସେବା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପାଇଁ ଜାଗା ନିରୁପଣ,…

ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ପାରଦର୍ଶୀ ଶାସନର ନୂତନ ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟ ସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ’ ଅବସରରେ…

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ମଧ୍ୟରେ ନିର୍ବାଚନ କମିଶନ ପୁଣି ଥରେ ଭୋଟର ବାଦ ପଡିଛନ୍ତି। କମିଶନଙ୍କ ନୂତନ ତାଲିକାରୁ ୯୧ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି। ଏଥର, ନିର୍ବାଚନ କମିଶନ ଜିଲ୍ଲାୱାରୀ ଭୋଟର ତାଲିକା ପ୍ରକାଶ କରିଛନ୍ତି, ଯାହା ବହୁ…

ଇନ୍ଦୁ ମୋଟର୍ସର ଗୋଦାମ ଘରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିଲେ ଅଗ୍ନିଶମ ବିଭାଗ

ଇନ୍ଦୁ ମୋଟର୍ସର ଗୋଦାମ ଘରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିଲେ ଅଗ୍ନିଶମ ବିଭାଗ। ବଡ଼ବିଲ ଇନ୍ଦୁ ମୋଟର୍ସ୍ ର ଗୋଦାମ ଘରେ ଅଗ୍ନିକାଣ୍ଡ, ନିଆଁ କୁ ଆୟତ୍ତ କରିଲେ ଅଗ୍ନିଶମ ବାହିନୀର କର୍ମଚାରୀ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା…

ଆଜିର ରାଶିଫଳ

ନମସ୍କାର, ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ୮ ଏପ୍ରିଲ ୨୦୨୬, ବୁଧବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ। ​♈ ମେଷ (Aries) ​ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ।…

ଦିତୀୟ ମହିମା ବହି ମେଳା ଏପ୍ରିଲ ୧୦ରୁ

ଦିତୀୟ ମହିମା ବହି ମେଳା ଏପ୍ରିଲ ୧୦ରୁ ଚଳିତ ଏପ୍ରିଲ ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଦିତୀୟ ମହିମା ବହିମେଳା ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ।ଏଥି ପାଇଁ ନିୟୁ ଇଣ୍ଡିଆ ପକ୍ଷରୁ ଦଧିବାମନ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ…

ତାଣ୍ଡବ ରଚିଲା କାଳବୈଶାଖୀ ବଅଁରପାଳ ରେ ଫାଟିଲା ଆଜେବେଷ୍ଟ ଦିନ ୩,୩୦ରେ କୁଆପଥର ୨୫ ମିନିଟି ତା ସହିତ ବର୍ଷା

ତାଣ୍ଡବ ରଚିଲା କାଳବୈଶାଖୀ ବଅଁରପାଳ ରେ ଫାଟିଲା ଆଜେବେଷ୍ଟ ଦିନ ୩,୩୦ରେ କୁଆପଥର ୨୫ ମିନିଟି ତା ସହିତ ବର୍ଷା ଅନୁଗୋଳ ଜିଲ୍ଳାବଅଁରପାଳ ଥାନାବ୍ଲକଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ ବର୍ଷାକୁଆପଥର ମାଡ଼ଦିନ ତିନିଟା ତିରିଶି ସମୟ ରେ ତୁହାକୁ ତୁହା ବର୍ଷା…