Month: April 2026

ହିତେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ହିତେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି. କଳାହାଣ୍ଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଆଜି ହିତେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ମହିଭର ମାଂ ଲଙ୍କେଶ୍ୱରୀ ଅନୁଷ୍ଠାନ ଅର୍ଗନାଇଜ ତରଫରୁ ସମାପ୍ତ ହୋଇଯାଇଛି. ଏ ହି ଟୁର୍ନାମେଣ୍ଟ ରେ 16…

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ପ୍ରଥମ ବୈଠକ ଅନୁଷ୍ଠିତ

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ପ୍ରଥମ ବୈଠକ ଅନୁଷ୍ଠିତ ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲା ନାଲକୋନଗରର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ପ୍ରଥମ ବୈଠକ…

“ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଂଗଠିତ ଲଢେଇ ର ଆହ୍ବାନ

“ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଂଗଠିତ ଲଢେଇ ର ଆହ୍ବାନ” ବରଗଡ:୦୫/୦୪(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି ଅତାବିରା ଠାରେ ଆସନ୍ତା ,୭ତାରିଖ ରେ ହେବାକୁ ଥିବା ବାର୍ଷିକ ସାଧାରଣ ସଭା ପାଇଁ…

ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର। କଳାହାଣ୍ଡି: ଜୁନାଗଡ଼ ଥାନା ଅର୍ନ୍ତଗତ ବଲଧିଆ ମାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।ଏମିତି ବି ମୃତ୍ୟୁ ଆସେ ଲୋକଜାଣିବା ଦୁରର କଥା ଭଗବାନ ବି ଜାଣିପାରନ୍ତିନି। ବଲଧିଆମାଲ ଗ୍ରାମର…

“ଓଡ଼ିଆ ପକ୍ଷ – ୨୦୨୬” ଉପଲକ୍ଷେ “ଐତିହ୍ୟ ଗଣଦୌଡ”

“ଓଡ଼ିଆ ପକ୍ଷ – ୨୦୨୬” ଉପଲକ୍ଷେ “ଐତିହ୍ୟ ଗଣଦୌଡ” ଅନୁଗୋଳ, ୦୫.୦୪ : “ଓଡ଼ିଆ ପକ୍ଷ – ୨୦୨୬” ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ “ଐତିହ୍ୟ ଗଣଦୌଡ” ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଉପଜିଲ୍ଲାପାଳ…

ଗୋସାଇଁନୂଆଗାଁ ନେହେରୁ ନଗର ୯ ମ ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ର ନୂତନ କମିଟି ଗଠନ

ବ୍ରହ୍ମପୁର, ୫/୪ : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗୋସାଇଁନୂଆଗାଁ ନେହେରୁ ନଗର ୯ ମ ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ର ନୂତନ କମିଟି ଗଠନ କରାଯାଇଛି । ମନ୍ଦିରର ଉନ୍ନତି ସହ ଅଗ୍ରଗତି କିଭଳି…

ବାଘ ଛାଲ ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ

ବାଘ ଛାଲ ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ବାଲିଗୁଡା, ତା, ୦୫/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ…

ଏଫ-୧୫ଇ ବିମାନର ପାଇଲଟ ଉଦ୍ଧାର:ଟ୍ରମ୍ପ

ୱାଶିଂଟନ:ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି। ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ । ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ ଏଫ-୧୫ଇ ବିମାନକୁ ଗୁଳି କରି…

ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

ଉଚ୍ଚଶିକ୍ଷାରେ ବଢ଼ିଲା ସଂରକ୍ଷଣ: SC, ST ଓ ପଛୁଆବର୍ଗଙ୍କୁ ମିଳିଲା ଅଧିକ ସିଟ୍‌

ଭୁବନେଶ୍ୱର: ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ…