Month: July 2026

ପୁରୀ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପୁରୀ: ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଟକର ଅନୀଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାରେ ରାଇକରଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ମୃତକଙ୍କ ପରିବାରକୁ **ମୁଖ୍ୟମନ୍ତ୍ରୀ ରିଲିଫ…

ବିନିଯୋଗ କ୍ଷେତ୍ରରେ ଓଡ଼ିଶାର ଦମଦାର ପ୍ରଦର୍ଶନ, ଜାତୀୟ ସ୍ତରରେ ୫ମ ସ୍ଥାନ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ପ୍ରଥମ **’ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (Investment Friendliness Index)-୨୦୨୬’**ରେ ଓଡ଼ିଶା ଦେଶର ୫ମ ସର୍ବୋତ୍ତମ ବିନିଯୋଗ ଗନ୍ତବ୍ୟ ରାଜ୍ୟ ଭାବେ ସ୍ଥାନ ପାଇଛି। ଏହି ସଫଳତା ସହ ଓଡ଼ିଶା ‘ଟପ୍ ପର୍ଫର୍ମର’ ରାଜ୍ୟମାନଙ୍କ ଶ୍ରେଣୀରେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ଆଜିର ରାଶିଫଳ (୨୨ ଜୁଲାଇ ୨୦୨୬, ବୁଧବାର) ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୩୦–୧୦:୦୦ପ୍ରତିକାର: ହନୁମାନ ଚାଳିଶା ପାଠ…

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମେଗା ବୃକ୍ଷ ରୋପଣ, ଅନୁଷ୍ଠିତ ହେଲା ବିରାଟ ସଭା ଓ ଶୋଭାଯାତ୍ରା

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମେଗା ବୃକ୍ଷ ରୋପଣ, ଅନୁଷ୍ଠିତ ହେଲା ବିରାଟ ସଭା ଓ ଶୋଭାଯାତ୍ରାକୁଚିଣ୍ଡା, କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଠାରେ ଅବସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କୁଟୁରାଚୁଆଁ ର…

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଫାସିଗାଁ-କପିସାହି ଗ୍ରାମର ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟରୁ ସଂସ୍କୃତ ଶିକ୍ଷଙ୍କୁ ଅନ୍ୟ ଡେପୁଟେସନ୍‌ରେ ପଠାଯାଉଥିବାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦସ୍ୟବୃନ୍ଦ, ୱାର୍ଡମେମ୍ବର ଓ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଆଜି ଏହାକୁ ବନ୍ଦ କରାଯିବାକୁ…

ଆଠମଲ୍ଲିକରେ ଚଢ଼ାଉ: ୫୬ କେଜି ଗଞ୍ଜେଇ ସହ ଦୁଇ ଚୋରାଚାଲାଣକାରୀ ଧରାପଡ଼ିଲେ

ଆଠମଲ୍ଲିକରେ ଅବକାରୀର ବଡ଼ ଅପରେସନ୍: ଟାଟା ପଞ୍ଚ କାରରୁ ୫୬ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଗୁପ୍ତ ସୂଚନା ଆଧାରରେ ବାରେଣୀ ଛକ ନିକଟରେ କରାଯାଇଥିବା…

ବଡ଼ ଅଘଟଣ: ଜଗନ୍ନାଥ ଏକ୍ସପ୍ରେସ ଓଲଟିବାରୁ ୨୪ରୁ ଅଧିକ ଆହତ, ୬ ଗୁରୁତର

ଅନୁଗୋଳରେ ଭୟଙ୍କର ବସ୍ ଦୁର୍ଘଟଣା: ରାସ୍ତା କଡ଼କୁ ଓଲଟିଲା ‘ଜଗନ୍ନାଥ ଏକ୍ସପ୍ରେସ’, ୬ ଗୁରୁତର, ୨୪ରୁ ଅଧିକ ଆହତ ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଓଏସଆରଟିସି (OSRTC)ର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ୧୪୯ ନମ୍ବର ଜାତୀୟ…

ରାଜ୍ୟ ବେସରକରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ରାଜ୍ୟ ବେସରକରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ରଢେଙ୍କାନାଳ ୨୧/୦୭, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ଢେ଼ଙ୍କାନାଳ ଶାଖା ପକ୍ଷରୁ ସଂଘର ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ଅନୁଦାନପ୍ରାପ୍ତ ଓ…

ମୋଡ଼ ବଦଳାଉଛି ପରିବା, ଛୁଇଁ ହେଉନି କିଣି ହେଉନି

ମୋଡ଼ ବଦଳାଉଛି ପରିବା, ଛୁଇଁ ହେଉନି କିଣି ହେଉନିତାଳଚେର,୨୧/୦୭ ଖାଉଟି ବଜାର ଏବେ ଲଗାମଛଡ଼ା । ବର୍ତମାନ କଂଚା ପରିବା ଆଡ଼କୁ ଚାହିଁ ହେଉନି । କିଛି ପରିବା ୮୦ଟଙ୍କା ତଳକୁ ନାହିଁ । ଝୁଡ଼ଙ୍ଗ ଭଳି ପରିବା କେଜି ପ୍ରତି…

ଯାତ୍ରା ଗହଳିରେ ରୋମିଓ ରାଇଡ଼ରଙ୍କ ରାଜୁତି : ତାଳଚେର

ଯାତ୍ରା ଗହଳିରେ ରୋମିଓ ରାଇଡ଼ରଙ୍କ ରାଜୁତି : ତାଳଚେର ତାଳଚେର ୨୧/୦୭ ବାଇକ ଦେଉଛି ଫଟା ବିକଟାଳ ହର୍ଣ୍ଣ । କିଏ ସାଇରନ୍ ଦେଇ ଯାଉଛି ତ ଆଉ କିଏ ବସ୍ ଭଳି ହର୍ଣ୍ଣ । କେବଳ ସେତିକି ନୁହଁ ବାଇକରୁ…