Month: November 2026

ବନ୍ୟାବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଲେ ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି

ବନ୍ୟାବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଲେ ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି : ୪୦୦ରୁ ଊର୍ଦ୍ଧ ପରିବାରକୁ ରିଲିଫ୍ ବଣ୍ଟନ କରି ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ସଦସ୍ୟଙ୍କ ମାନବିକ ସେବା ବ୍ରହ୍ମପୁର, ୧୨/୧୧ : ବିପଦରେ ବନ୍ଧୁ…

ଚମ୍ପୁଆ ତହସିଲ୍ ଅନ୍ତର୍ଗତରେ ସକ୍ରିୟ ହୋଇଉଠିଲେଣି ବାଲି ମାଫିଆ

ଚମ୍ପୁଆ ତହସିଲ୍ ଅନ୍ତର୍ଗତରେ ସକ୍ରିୟ ହୋଇଉଠିଲେଣି ବାଲି ମାଫିଆ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଚମ୍ପୁଆ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଉତ୍ସରୁ ପୁଣି ଆରମ୍ଭ ହୋଇଯାଇଛି ବାଲି ଚୋରା ଚାଲାଣ। ସରକାରୀ ନିୟମକୁ ଉଲ୍ଲଂଘନ କରି ବେଖାତିର୍ ଭାବେ ବିନା…

ବ୍ରହ୍ମପୁରର ଜାନିଭିଲି ଆନିକଟ୍‌ର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ

*ବ୍ରହ୍ମପୁରର ଜାନିଭିଲି ଆନିକଟ୍‌ର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ* *ବନ୍ୟାରେ କ୍ଷତିଗ୍ରସ୍ତ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ପୁନରୁଦ୍ଧାରକୁ ଜଳ ସମ୍ପଦ ବିଭାଗର ସର୍ବାଧିକ ପ୍ରାଥମିକତା* *ଓସିସିଏଲ୍‌ ପକ୍ଷରୁ ଯନ୍ତ୍ରପାତି, ମାନବ ସମ୍ବଳ ଓ ନିର୍ମାଣ ସାମଗ୍ରୀ ନିୟୋଜିତ* ଭୁବନେଶ୍ୱର, ୧୨ ନଭେମ୍ବର…

ଜମି ଜାଲିଆତି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ

ଜମି ଜାଲିଆତି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର-ତା.୧୨.୧୧.୨୦୨୬ ଭୁବନେଶ୍ୱରସ୍ଥିତ ଖୋରଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପ୍ରୟାଗ ଗୌଡ଼ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଉକ୍ତ କାର୍ଯ୍ୟାଳୟରେ ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗରେ ତାଙ୍କୁ ବଡ଼ଗଡ଼…

ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ ତମ ଜୟନ୍ତୀ ପାଳିତ : ତିନି ବିଶିଷ୍ଟ ସମାଜସେବୀଙ୍କୁ ରାଜ୍ୟସ୍ତରୀୟ ସେବା ସମ୍ମାନ

ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ ତମ ଜୟନ୍ତୀ ପାଳିତ : ତିନି ବିଶିଷ୍ଟ ସମାଜସେବୀଙ୍କୁ ରାଜ୍ୟସ୍ତରୀୟ ସେବା ସମ୍ମାନ ବାଲିଗୁଡ଼ା, ୧୨/୧୧: (ସୁଶୀଳ କୁମାର ପାଣିଗ୍ରାହୀ): ତ୍ୟାଗ, ସେବା, ସମର୍ପଣ ଓ ମାନବିକତାର ଅନନ୍ୟ ପ୍ରତୀକ ତଥା ସର୍ବୋଦୟ ଆନ୍ଦୋଳନର ପ୍ରବାଦ…

ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସୁରେଶ ପୂଜାରୀ: ୨୪ ବର୍ଷର ଅବହେଳାକୁ ଦାୟୀ କଲେ ପୂର୍ବ ସରକାରଙ୍କୁ

### ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସୁରେଶ ପୂଜାରୀ: ୨୪ ବର୍ଷର ଅବହେଳାକୁ ଦାୟୀ କଲେ ପୂର୍ବ ସରକାରଙ୍କୁ ଭୁବନେଶ୍ୱର, ୧୨/୧୧: ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ…

ବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟା କ୍ଷୟକ୍ଷତି: ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୪୮୨.୪୨ କୋଟି ଟଙ୍କା ମଞ୍ଜୁର

ବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟା କ୍ଷୟକ୍ଷତି: ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୪୮୨.୪୨ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ୱର, ନଭେମ୍ବର ୧୧: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା…

HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୩.୦୩ କୋଟି ଟଙ୍କା ହଡ଼ପ, ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଗିରଫ

### HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୩.୦୩ କୋଟି ଟଙ୍କା ହଡ଼ପ, ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଗିରଫ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଉଠାଉଥିଲେ ଦରମା, ପେନ୍‌ସନ୍ ଓ ଅନ୍ୟାନ୍ୟ ଅର୍ଥ କଟକ/କେନ୍ଦ୍ରାପଡ଼ା, ୧୨।୧୧: ସରକାରୀ…

ଗ୍ରାମାଞ୍ଚଳରେ ସାମାଜିକ ଭିତ୍ତିଭୂମିକୁ ମିଳିବ ନୂଆ ରୂପ: ବାଙ୍କୀ ଜଗନ୍ନାଥପୁରରେ ମଙ୍ଗଳ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଗ୍ରାମାଞ୍ଚଳରେ ସାମାଜିକ ଭିତ୍ତିଭୂମିକୁ ମିଳିବ ନୂଆ ରୂପ: ବାଙ୍କୀ ଜଗନ୍ନାଥପୁରରେ ମଙ୍ଗଳ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବାଙ୍କୀ: ଗ୍ରାମାଞ୍ଚଳରେ ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମିର ବିକାଶ ସହ ଲୋକଙ୍କ ସାମୂହିକ ଆବଶ୍ୟକତା ପୂରଣ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି।…

ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦ, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ସୌରଭ ତୋମାରଙ୍କୁ ଗୁଳି

### ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦ, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ସୌରଭ ତୋମାରଙ୍କୁ ଗୁଳି ବାଗପତ, ୧୨/୧୧: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନ ନିଜ ଗାଁରେ ଗୁଳିମାଡ଼ର ଶିକାର ହୋଇଛନ୍ତି। ଦୀପାବଳିରେ…