40 ତମ ଶାରଦୀୟ ଦୁର୍ଗା ପୂଜା ଧୂମଧାମ ରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି,! ଜୁନାଗଡ଼ 20/10/. (ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଗ୍ରାମରେ ମହାଡ଼ମ୍ବରରେ 40ତମ ଶାରଦୀୟ ଦୁର୍ଗାପୂଜା ଧୂମଧାମ ରେ ପାଳନକରାଯାଇଛି, ଏହା ସାଧାରଣତଃ ପାଞ୍ଚ ଦିନ ଧରି ମାଂଦୁର୍ଗା ଦୁର୍ଗତିନାଶିନୀ ଦୁର୍ଗା ଙ୍କନବମୀ ପୂଜା ପାଳନ କରାଯାଇଛି, ଏଥିରେ ମାଙ୍କ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତଙ୍କ ମନକୁ ଆକୃଷ୍ଟ କରିଥିବାବେଳେ,ପଡୋଶୀ ଗ୍ରାମର ହଜାର ହଜାର ଦର୍ଶକ ମାଙ୍କ ଦର୍ଶନ ପାଇଁ ପୂଜଦେଖିବା ପାଇଁ ଆସିଥାନ୍ତି, ଏହିପୂଜା ଅତିନିଆରା ଢଙ୍ଗରେ ପଳାନହୋଇଥିଲା , ଏହିପୂଜା ଗ୍ରାମର ଲୋକମାନେ ଏକତ୍ରିତ ହୋଇ ପୂଜା କରୁଥିବାବେଳେ,ଯଜମାନ ଶ୍ରୀ ବନମାଳୀ ମେହେର ଓ ସହଧର୍ମିଣୀ ଶ୍ରୀମତୀ ସୁରତ ମେହେର,ପୂଜକ ଶ୍ରୀ ବ୍ରଜବିହାରୀ ପଣ୍ଡା ପୂଜାର୍ଚନା କରୁଥିବାବେଳେ,ପୂଜାକମିଟି ସଭାପତି ଶ୍ରୀ ଅବିନ କୁମାର ମେହେର, ସମ୍ପାଦକ ଶ୍ରୀବିବାଂଶୁ ମେହେର,କୋଷାଧକ୍ଷ ଶ୍ରୀ ଅଂଶୁମାନ ମେହେର, (ବାଲୁ) , ଆମ୍ବୁଜ ମେହେର, କପିଳେନ୍ଦ୍ର ମେହେର, ନବୀନ ମେହେର, ପ୍ରଶାନ୍ତ ମେହେର, ଅମ୍ବ ମେହେର, ଠିକ ହିସାବରେ ମାଂ ଙ୍କ ଦୁର୍ଗାପୂଜା ପରିଚାଳନା କରିଥିଲେ, ପୂଜାକାମିଟି ସଦସ୍ୟ ମାନେ ସୁନ୍ଦର ଭାବରେ ସହଯୋଗ କରି ପ୍ରସାଦ ବଣ୍ଟନ କରିଥିଲେ,ଏବଂ ପାଞ୍ଚ ଦିନଧରି ନାଟ, ଘୁମୁରା, ଲୋକଙ୍କ ମନକୁ ଆକର୍ଷିତ କରିଥିଲା!ଏମିତି ସୁନ୍ଦର ଭାବରେ ପୂଜାଚର୍ଣା ଚାଲିଥିଲା,!
