Spread the love

ପଙ୍ଗାତିରା ସୋସାଇଟି କୋଠାଘର ନିମ୍ନମାନର ଅଭିଯୋଗ…… ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗୁଛି!କେଉଁଠି ନା କେଉଁଠି ଦୁର୍ନୀତିର ରହସ୍ୟ ଲୋଚିରହିଛି!ଖୋଦ ବିଧାୟକ ଗ୍ରାମ ବା ପଂଚାୟତରେ ଅଭିଯୋଗ ଆସିଅଛି ନିଜ ଦଳର କର୍ମୀ ମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି!କିନ୍ତୁ କୌଣସି ଗାଁ ସାଥୀକୁ କାମ ମିଳୁନି ଗାଁ ସାଥି ନାମରେ ଫାଇଲ ଖୋଲାଯାଇଛି!ମନରେଗା ଯୋଜନା ବଦଳରେ ଭିବି-ଜି ରାମ-ଜି ମାଧ୍ୟମରେ କାର୍ଯ୍ୟ ଚାଲିଛି!କୋଡ଼ -2407005020/AV/VB/YD/10805195 ଅଟକାଳ ପରିମାଣ ମୂଲ୍ୟ 16, 84,000 ଟଙ୍କା ଆର୍ଥୀକ ବର୍ଷ 2026-27 ଅନଣକୁଶାଳୀ ଶ୍ରମିକ ମୂଲ୍ୟ 4,84,09938 କୁଶଳୀଶ୍ରମିକ ମୂଲ୍ୟ 1,74,107 ସାମଗ୍ରୀ ମୂଲ୍ୟ 13,25,794 ଟଙ୍କା ଖର୍ଚ୍ଚ ହେବ!କିନ୍ତୁ ଠିକାଦାର ସଠିକମାପରେ ବାଲି ସିମେଣ୍ଟ ଇଟା ଦିଆଯାଉନାହିଁ ଯାହା କୋଠାଘର ଉପରେ ସ୍ଥାୟୀତ୍ବ ରହିବ ବୋଲି ସନ୍ଦେହ ଆସୁଛି!ଏହାର ସଠିକ ଉଚ୍ଚସ୍ତରୀୟ ଅଧିକାରୀ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଯିବି ଦାବୀ କରିଛନ୍ତି!

Leave a Reply

Your email address will not be published. Required fields are marked *

You missed