19ତମ ଗଜ ଲକ୍ଷ୍ମୀ ପୂଜା ଟିଙ୍ଗିପଦର ଠାରେ ଆଜି ଉଯାପିତ ହୋଇଯାଇଛି
ଜାଗ୍ରତଭାରତ ନିୟୁକ କପୁରଚନ ସେଠିଆ… ତା 25.10.2026.
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଙ୍ଗିପଦର ଠାରେମାଗଜଳ୍କମୀ ପୁଜା ହେଉଅଛି. ଆଜି ପ୍ରଥମ ରାତ୍ରି ଏହା ତିନିଦିନଧରି ପୂଜା ହେବ ଉକ୍ତ ପୂଜାରେ ମନରଞ୍ଜନ କାଯ୍ୟକ୍ରମ ନାଟକ ହେବ ଏହା ଦୀର୍ଘ 19ବର୍ଷ ହେବ ଅତି ସୁନ୍ଦର ଭାବରେ ପରିଚାଳିତ ହେଉଅଛି।
ଏଠାରେ ଏହି ଅଞ୍ଚଳ ଆଖପାଖ ର ଲୋକେ ପୂଜା ଦେଖିବାକୁ ଆସିଥାନ୍ତି ଅନେକ ଦୁକାନ ବଜାର ଖେଳନା ବିକ୍ରୟ ହୋଇଥାଏ ଉକ୍ତ ପୂଜାରେ ଗ୍ରମ ବାରିଙ୍କର ଅବଦାନ ରହିଥାଏ ଆଜିକାର ପୂଜାର କମିଟି ଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ପୂଜା କମିଟି ର ସଭାପତି କପୁରଚନ ସେଠିଆ. ସମ୍ପାଦକ ଦିବ୍ୟସଙ୍କର ମାଝୀ. ଉପସଭାପତି ବାବରୁବାହନ ବାଗ. କୋଷାଧକ୍ଷ ମାନୁହର ବିହାରୀ. କପିରଚନ ଭାଟି. ଜାଗୁଜୀବନ ସେଠିଆ. ସୁରେଶ ମାଝୀ.. ନୀଳମ୍ବର ହରପାଳ. ଉପଦେଷ୍ଟା. ପୁରୁଷୋତ୍ତମ ମାଝୀ. ରାଜେନ୍ଦ୍ର ସେଠିଆ. ଦାମୋଧର ସେଠିଆ. ଅନିଲମାଲିକ. ବିଜୟକୁମାର ସେଠିଆ.ଦେବରାଜ ଭାଟି.ଜଗନ୍ନାଥ ମାଲିକ. ପ୍ରମୁଖ ଗ୍ରାମବାସୀ ଙ୍କ ସହଯୋଗ ଅତ୍ୟନ୍ତ ଗୁରତପୁର୍ନ ଆନନ୍ଦ ଉଲ୍ଲାସ ରେ ପାଳିତ ହେଉଅଛି।
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ
