77 ତମ ସମ୍ବିଧାନ ଦିବସ ଧୁମ ଧାମ ରେ ପାଳିତ ହୋଇଯାଇଛି ଓ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିବା ଦେଖାଦେଇଛି..,.
କଳାହାଣ୍ଡି ଜୁନାଗଡ଼ 26/11/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ସାରା ଦେଶ ରେ ବାବା ସାହେବ ଙ୍କ ସମ୍ବିଧାନ ଦିବସ ପାଳନ କରୁଥିବାବେଳେ, ଆଜି ଜୁନାଗଡ଼ ଠାରେ ବହୁଜନ ସଂଗ୍ରାମ ସମିତି, କଳାହାଣ୍ଡି ସିଡୁଲ କାଷ୍ଟ, ତରଫରୁ କଳାହାଣ୍ଡି ର କୋଣ ଅନୁକୋଣ ରୁ ସିଡୁଲ କାଷ୍ଟ ଫେଡେରେଶନ ଓ ବାବାସାହେବ ଙ୍କ ସମ୍ବିଧାନ ରେ ଅନୁପ୍ରାଣିତ ହୋଇ ଆଜି ଜୁନାଗଡ଼ କୁ 77ତମ ସମ୍ଭିଧାନ ଦିବସ ପାଳନକରିବା ପାଇଁ ହଜାର ହଜାର ସଂଖ୍ୟାରେ ଆମ୍ବେଦକର ପ୍ରେମୀ ଉପସ୍ଥିତ ହୋଇଥିବା ଦେଖାଦେଇଛି, ମାଂ ଲଙ୍କେଶ୍ୱରୀ ମନ୍ଦିର ଠାରୁ ରାଲିରେ ବାହାରି ଜୁନାଗଡ଼ ଡାକ୍ତର ଖାନରେ ରୋଗୀଙ୍କୁ ଫଳ ବଣ୍ଟନ କରି, ବାବାସାହେବ ଙ୍କ ମୃତିରେ ମାଲ୍ୟାର୍ପଣ, ସିଡୁ ଲକାଷ୍ଟ ଫେଡେରେଶନ, ଜିଲ୍କା କାଯ୍ୟକରି ସଭାପତି ଶ୍ରୀ ଦିଗାମ୍ବର ଦୁରିଆ, ସୁଜାତା,ଜିଲ୍ଲା ସମ୍ପାଦକ ଶ୍ରୀ ଯତୀନ୍ଦ୍ର କର,ସୂର୍ଯ୍ୟ ନାରାୟଣ କୁମାର,ବିଭିଷଣ ନାଏକ, ପ୍ରକାଶ ଦୁରିଆ, ଚୈତନ୍ୟ ବେମାଲ, ପ୍ରକାଶ ନାଏ କ, ଚିତ୍ତ ନିଆଲ, ରଞ୍ଜନ ଜାଲ, ଦାମୋଦର ରାଉତ,ଭାଇରୀଗୁଡାବାବାସାହେବ ଆମ୍ବେଦକର କ୍ଲବ ର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ ପାଣିଗ୍ରାହୀ, ଯତୀନ୍ଦ୍ର ସାହୂ,ପ୍ରମୁଖ ମାଲ୍ୟା ପ୍ରଣକରିଥିଲେ, ଏବଂ ରାଲି ରେ ନୂତନ ବଷ୍ଟାଣ୍ଡ ଠାରେ ସଭାକାର୍ଯ୍ୟ କରି, ବାବାସାହେବ ଙ୍କ ସମ୍ବିଧାନ ବିଷୟରେ ସମସ୍ତ ଅତିଥି ଆଲୋକପାତ କରିଥିଲେ,
