Spread the love

ଆଜି ସୁକିନ୍ଦାରେ ପ୍ରଥମ କରି ସହିଦ୍ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମଜୟନ୍ତୀ ପାଳନ ହୋଇଛି

ଆଜି ଯାଜପୁର ସୁକିନ୍ଦା ରେ ସହିଦ୍ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମଜୟନ୍ତୀ ପାଳନ ହୋଇଛି।ସେହି ବିର୍ସା ମୁଣ୍ଡା ଙ୍କର ଜନ୍ମ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ତଥା ରାଜ୍ୟ ସରକାର ଙ୍କର ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ର ମନ୍ତ୍ରୀ ପ୍ରଦୀପି ବଳ ସାମନ୍ତ ଯୋଗ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନଜାତୀ ଭାରତର ସ୍ୱାଧିନତା ସଂଗ୍ରାମର ବିପ୍ଳବୀ ତଥା ଆଦିବାସୀ ନେତା ସହିଦ୍ ବିର୍ସା ମୁଣ୍ଡା ଙ୍କର ଜନ୍ମ ଜୟନ୍ତୀ ପାଳନ ହୋଇଛି। ତାଙ୍କର ଜଲ ଜଙ୍ଗଲ ଅଧିକାର ଆଇନ ସବୁ ପ୍ରକାର ସୁଭିଧା ସୁଯୋଗ ଜନ ପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଡବଲ ଇଞ୍ଜିନି ସରକାର ପ୍ରତମ କରି ସାରା ଦେଶରେ ପାରୁଛନ୍ତି ବିର୍ସା ମୁଣ୍ଡା ଜୟନ୍ତୀ। ସେହି ଅବସରରେ ଆଜି ସୁକିନ୍ଦା ଠାରେ ଏକ ସରକାରୀ ପୋଗ୍ରାମ ହୋଇଥିଲା। ସେଥିରେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ରେଡୀ ଯୋଗ ଦେଇଥିଲେ। ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ କଣ ସାରା ଦେଶରେ ପ୍ରଥମ କରି ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହୋଇଛି।ମୋଦୀ ସରକାର ଙ୍କ ଦ୍ଵାରା ଆଦିବାସୀ ମାନଙ୍କର ସବୁ ପ୍ରକାର ସୁଭିଧା ସୁଯୋଗ ଯୋଗାଇ ଦିଆଯିବ। ଲୋକଙ୍କ ପାଖରେ ଘରେ ଘରେ ବିଜେପି ସରକାର ପହଂଚି ବ ଲୋକଙ୍କ ଦୁଖୂ ଦୁର ହେବ ଆଜି ମଧ୍ୟ ୧୨ ଜଣ ଆଦିବାସୀ ଙ୍କୁ ଘର ପଟା ୮ ଜଣ ଙ୍କୁ ଆଧାର କାର୍ଡ ପ୍ରଦାନ କରିଛନ୍ତିଜନ ପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁକିନ୍ଦା ର ପୁଅ ଜନପ୍ରିୟ ନେତା ଦୁଃଖ ସୁଖର ସାଥୀ ଶ୍ରୀ ପ୍ରଦିପି ବଳ ସାମନ୍ତ ଙ୍କ ଦ୍ଵାରା ଆଦିବାସୀ ଙ୍କ ସ୍ୱପ୍ନ ପୁରଣ ହେଇଛି। ଯାହା ଦୀର୍ଘ ଦିନ ଦଳଧରି ନବୀନି ସରକାର ଘଡେ଼ଇ ବାପ ପୁଅ ସରକାର ଦେଇ ନଥିଲେ ଦୀପ ତଳେ ଅନ୍ଦାର ରେ ରଖିଥିଲେ। ଆଦିବାସୀ ପିଲା ମାନେ ପାଠ ପଢି ପାରୁ ନଥିଲେ ଘର ଖଣ୍ଡେ ପାଇବାରେ ଅସୁବିଧା ହେଉଥିଲା। ଡ଼୍ୟାନି ଘଡେ଼ଇ ପ୍ରଫୁଲ୍ଲ ଘଡେ଼ଇ ଠକି ଚାଲିଥିଲେ। ଆଜି ସୁକିନ୍ଦା ପୁଅ ଟୁଟୂ ବଳ ଯିଏ ପ୍ରଦିପି ବଳ ସାମନ୍ତ ମନ୍ତ୍ରୀ ତାହା ପୁରଣ କରିଥିବାରୁ ଆଦିବାସୀ ମାନେ ବହୁତ୍ ଗର୍ବିତ ଓ ଆଜି ବହୁତ ଆନନ୍ଦିତ ବୋଲି ଆଦିବାସୀ ମାନେ କହୁଛନ୍ତି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି। ଏବଂ ଯାଜପୁର ଜିଲ୍ଲାପାଳ ଓ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପି ବଳ ସାମନ୍ତ କହିଛନ୍ତି ଆଦିବାସୀ ମାନଙ୍କୁ ସବୁ ପ୍ରକାର ସୁଭିଧା ସୁଯୋଗ ଯୋଗାଇ ଦିଆଯିବ ଏହି ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ବାହାର ରେ ମୋଦୀ ସରକାର ୮୩ ହଜାର କୋଟି ଟଙ୍କାର ଶିଳା ନାସ କରିଛନ୍ତି ବୋଲି ଏଭଳି ମନ୍ତ୍ରୀ କହିଛନ୍ତି।ଆଉ ଆଦିବାସୀ ମାନେ ଡ଼୍ୟାନି ଘଡେ଼ଇ ପ୍ରଫୁଲ୍ଲ ଘଡେ଼ଇ ଲୋକଙ୍କୁ ଭଣ୍ଡାଉ ଥିଲା କିଛି ଦେଉ ନଥିଲେ ବୋଲି ଆଦିବାସୀ ମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *