ଆଜି ତାରିଖ 20/11/24 ରିଖ ପ୍ରାୟ ଭୋର୍ 4 ଟା ବେଳେ ଅଜଣା ଗାଡ଼ି ଧକ୍କା ରେ ଠାକୁର ମୁଣ୍ଡା ବ୍ଲକ ଅଧିନସ୍ଥ ଚମକପୁର ରେ ଏକ ବାରହା ଯାହାର ଆନୁମାନିକ ଓଜନ ପ୍ରାୟ 2କୁଇଁଣ୍ଟାଲ ହେବା ପ୍ରାଣ ହରାଇଛି,ଏଣୁ ଏହି ବାରହା କୁ ଦେଖିବା ପାଇଁ ସହ ସହ ଗ୍ରାମ ର ଲୋକ ମାନେ ଭିଡ଼ ଜମାଇଥିଲେ।ଚମକପୂର୍ ଗ୍ରାମ ର ନୀଳାମ୍ବର ଦାସ ଯିଏ କି ପ୍ରଥମେ ବାରହା କୁ ଦେଖି ଫରେଷ୍ଟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ,ଫରେଷ୍ଟ ଅଧିକାରୀ ମଧ୍ୟ ଚଞ୍ଚକତା ଦେଖାଇ ସେହି ସ୍ଥାନ ରେ ପହଞ୍ଚି ବାରହା ର ମୃତ ଶରୀର କୁ ଗ୍ରାମ ବାସୀ ଙ୍କ ସହାୟତା ରେ ଉଦ୍ଧାର କରିଥିଲେ।ଏଣୁ ଏହି ବାବଦରେ ବନବିଭାଗ ର କୌଣସି ପ୍ରତିକ୍ରିୟା ମିଳି ପରି ନାହିଁ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


