Spread the love

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା
ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଡ଼ିସେମ୍ବର ମାସ ୨୫ ତାରିକ ରୁ ଡ଼ିସେମ୍ବର ୨୮ ତାରିକ ପର୍ଯ୍ୟନ୍ତ ଶ୍ରୀଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳ ପରିସର ରେ ଜିଜ୍ଞାସା କର୍ମଶାଳା ବହୁତ ଆଡମ୍ବର ଭାବେ ଅନୁଷ୍ଠିତ ହେବାକୁ ଯାଉଛି
ଉକ୍ତ ସମାରୋହ ରେ ଅନୁଷ୍ଠାନ ର ପୁରାତନ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟ ରେ ଆଧ୍ୟାନରତ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଯୋଗ ଦାନ କରି ଏହାକୁ ଅତ୍ୟନ୍ତ ମନୋରମ କରିବାରେ ସଫଳ ହେଉଛନ୍ତି
ଏହି କର୍ମଶାଳା ରେ ଜଣା ଅଜଣା ସେମିନାର,ବୃକ୍ଷରୋପଣ ସେମିନାର,ବୃକ୍ଷରୋପଣ ,ପାଠଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *