ଶ୍ରୀ ମେଟାଲିକ୍ସ ଅଧୀନରେ ଚାଲୁଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ଟଳିଗଲା ବଡ଼ ବିପଦ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ରେ ଥିବା ଶ୍ରୀ ମେଟାଲିକ୍ସ କମ୍ପାନୀ ଅଧୀନରେ ଚାଲୁଥିବା ଟ୍ରାଭେଲର ଗାଡିଚାଳକ ଙ୍କ ଖାମାଖିଆଲି ମନୋଭାବ ,ବିନା ଡ୍ରାଇଭରରେ ଡିଭାଇଡର ଉପରେ ମାଡିଗଲା ଟ୍ରାଭେଲର ଗାଡି ଶ୍ରୀମେଟାଲିକ୍ସ କମ୍ପାନୀ ଅଧୀନରେ ଚାଲୁଥିବା ଟ୍ରାଭେଲର ଗାଡି ଡ୍ରାଇଭରର ଖାମାଖିଆଲି ନୀତି ଯୋଗୁ ଦିଭାଇଡ଼ର ଉପରକୁ ମାଡି ଯାଇଥିବା ଦେଖିବାକୁ ମିଳିଛି, ସୋଭାଗ୍ୟ ବଶତଃ ଉକ୍ତ ସମୟରେ କୌଣସି ପଥଚାରୀ କିମ୍ୱା ଅନ୍ୟ କୌଣସି ଯାନବାହାନ ସାମ୍ନା ରେ ନ ଥିବାରୁ ବଡ଼ବିପଦ ଟଳି ହୋଇଯାଇଛି, ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ କିରିବୁରୁ ଛକ ନିକଟରେ ରଖି ଚା ପିଇବାକୁ ଯିବା ସମୟରେ ଗାଡି ଟି ପ୍ରାୟ 30ମିଟର ଗଡିଯାଇ ଡିଭାଇଡର ଉପରକୁ ମାଡି ଯାଇଥିଲା ଘଟଣା ସମୟରେ ରେ କୌଣସି ପଥଚାରୀ ବା ଛୋଟ ବଡ଼ ଯାନବାହାନ ଆସୁନଥିବାରୁ ଆସର୍ଣ ଏକ ବଡ଼ ବିପଦ ଟଳିଯାଇଛି l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ l



