
କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରୀ ଙ୍କ ଦୁଃଖ ଇମେଲ ମାଧ୍ୟମରେ ବୁଝି ପାରିଲେ ଭାରତୀୟ ପ୍ରଶାସନିକ ସୁଧାର ଏବଂ ଜନ ଅଭିଯୋଗ ପରିଷଦ
Breking news
କେନ୍ଦ୍ରାପଡା ଜିଲ୍ଲାର C. D.M.O ଡାକ୍ତର ପି.କେ ପ୍ରହରାଜ
ଆମ ରିପୋର୍ଟର ଙ୍କ ସହିତ telephone ମାଧ୍ୟମରେ ପ୍ରତିଶୃତି ଦେଲେ କଲେଜ୍ ଛାତ୍ରୀ ସନ୍ଧ୍ୟା ଗୋଛାୟତ ଙ୍କ ର
ଜେଜେବାପା ଯିଏ କି 2015 ମସିହାରେ କାର୍ଯ୍ୟରତ ସମୟ ରେ ମୃତ୍ୟୁ କରିଥିଲେ ସ୍ବର୍ଗତ ରବୀନ୍ଦ୍ର ଗୋଛାୟତ ଙ୍କ
Final ପେନସନ , GPF ଟଙ୍କା ସହିତ ଅନ୍ୟାନ୍ୟ ପଇସା ପତ୍ର ର ବ୍ୟବସ୍ଥା 7ଦିନ ମଧ୍ୟରେ ଯୋଗାଇ ଦେବେ ବୋଲି …
ସ୍ୱର୍ଗତ ରବିନ୍ଦ୍ର ଗୋଛାୟତ ଙ୍କ ନାତୁଣୀ ଭାରତୀୟ ପ୍ରଶାସନିକ ସୁଧାର ଏବଂ ଜନ ଅଭିଯୋଗ ପରିଷଦରେ ପ୍ରଥମେ
ଇମେଲ ମାଧ୍ୟମରେ ନିଜର ଓ ନିଜ ପରିବାର ର ଦୁଃଖ ଜଣାଇଥିଲେ।
କୁନି କଲେଜ ଛାତ୍ରୀ ଙ୍କ ର ସାହାଯ୍ୟ ପାଇବା ନିମନ୍ତେ application ଟି ଜନ ଅଭିଯୋଗ ପରିଷଦ ଅନଲାଇନ୍ ରେ ଗ୍ରହଣ କରି କି ଜାଣି ପାରିଥିଲେ ଯେ ଉକ୍ତ ଛାତ୍ରୀ ଆର୍ଥିକ ଅଭାବ ରୁ ପାଠ ପଢିବା କ୍ଷେତ୍ର ରେ ବହୁତ୍ ହଇରାଣ ହେଉଛି ବୋଲି ଏହା ଜାଣି ଭାରତୀୟ ପ୍ରଶାସନିକ ସୁଧାର ଏବଂ ଜନ ଅଭିଯୋଗ ପରିଷଦ ପକ୍ଷରୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରି ଙ୍କୁ ଅବଗତ କରାଯାଇ ଥିଲା। ଆମ ସାମ୍ୱାଦିକ ପ୍ରଥମେ ଓଡ଼ିଶା ରାଜ୍ୟ ର pg council ଅଧିକାରୀଙ୍କୁ ଏହି ବାବଦରେ ପଚାରିବାରୁ ସେ ଜଣାଇଥିଲେ ଯେ ଉକ୍ତ ଛାତ୍ରୀର ଆର୍ଥିକ ଅଭାବ ବିଷୟରେ କେନ୍ଦ୍ରାପଡା ଜିଲ୍ଲା ର ସ୍ବାସ୍ଥ୍ୟ ଅଧିକାରିଙ୍କୁ ଅବଗତ କରାଇ ଦେଇଛନ୍ତି ଯେ କଲେଜ୍ ଛାତ୍ରୀ ର ଜେଜ ବାପା ତଥା ପୁର୍ବତନ A.D.M.O ଅଫିସ୍ ଷ୍ଟାଫ୍
ସ୍ୱର୍ଗତ ରବୀନ୍ଦ୍ର ଗୋଛାୟତ ଙ୍କ ର ସମସ୍ତ ପଇସା ପତ୍ର ଜଲଦି କରାଇକି ପିଲା ଟିର ଆର୍ଥିକ ଅଭାବ ଦୁର କରାଇ ଦେବା ପାଇଁ।
ବ୍ୟୁରୋ ରିପୋର୍ଟ



