ଢେଙ୍କାନାଳ : ସହର ସ୍ଥିତ ସୁଲକ୍ଷଣା ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତତ୍ଵାବଧାନରେ ଶପଥ ପାଠ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ରହି ଶ ପଥ ପାଠ କରିଥିଲେ। କିପରି ଶାନ୍ତି ପୂର୍ଣ୍ଣ ଭାବେ ନିର୍ଭୀକ ହୋଇ ବିନା ପ୍ରଲୋଭନ ରେ ଭୋଟ ସାବ୍ୟସ୍ତ କରିବେ ସେ ବିଷୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦେହୁରୀ ସମସ୍ତ ଙ୍କୁ ଉଦବୋଧନ ଦେଇଛନ୍ତି।

June 17, 2026/
No Comments


