ଛଅମାସ ର ଦରମା ନପାଇ ଆନ୍ଦୋଳନ ଓ ଧାରଣାରେ ଓଏମଡିସି କର୍ମଚାରୀ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ଠାକୁରାଣୀ ସ୍ଥିତ ଓଏମଡିସି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଓ ଠିକା କର୍ମଚାରୀ ବିଗତ ଛଅ ମାସ ଧରି ଦରମା ନପାଇ ନିରାଶ ହୋଇ ଶେଷରେ ଧାରଣା ଦେବାକୁ ଏକ ପ୍ରକାର ବାଧ୍ୟ ହେଇଛନ୍ତି, ଓ ତାଙ୍କ ସାଙ୍ଗରେ ଯୋଡ଼ିହୋଇଛନ୍ତି ବିଭିନ୍ନ ଟ୍ରେଡ ୟୁନିଅନ।ଶୁଣନ୍ତୁ କଣ ରହିଛି ଅଭିଯୋଗ କର୍ମଚାରୀଙ୍କକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


