ବର୍ତ୍ତମାନର ବଡ ଖବର
ମଙ୍ଗୁଳି ଛକ ପୋଲ ତାଳେ ପୁଣି ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଜୀବନ । ମଙ୍ଗୁଳି ପୋଲ ତଳ ରାସ୍ତାରେ ବ୍ୟକ୍ତି ଜଣକ ରାସ୍ତା ପାର୍ ହେଉଥିବା ବେଳେ ଏକ ଦ୍ରୁତଗାମୀ ବସ ତାଙ୍କ ଉପରେ ଚଢ଼ି ଯାଇଥିଲା ।ଘଟଣା ସ୍ଥଳରେ ଚାଲିଗଲା ଜୀବନ ।ଉକ୍ତ ବ୍ୟକ୍ତି ର ନାମ ଶ୍ୟାମ ଓ ସେ ମଙ୍ଗୁଳି ରେ ଏକ ଗ୍ୟାରେଜ ରେ ରଙ୍ଗ କାମ କରୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଘଟଣା ସ୍ଥଳରେ ପହଞ୍ଚି ମୃତାକ କୁ ଆମ୍ବୁଲାନ୍ସ ରେ କଟକ ବଡ ମେଡିକାଲ ପଠାଇଛି ।

April 16, 2026/
No Comments


