
ଢ଼େଙ୍କାନାଳ: ଆଜି ବରା ଦିବସ ପାଇଁ ଗଣେଶ ବଜାର ର ପ୍ରସିଦ୍ଧ ବରା ର ମାଲିକ ପ୍ରସନ୍ନ କୁମାର ସାହୁ ସ୍ବାଗତ ଜଣାଇ ଜଣାଇଛନ୍ତି। କଳା ବିରି, ଅରୁଆ ଚାଉଳ, ଅଦା, ଭୂର୍ସଙ୍ଗ ପତ୍ର ଆଦି ରେ ପ୍ରସ୍ତୁତ ହୁଏ ଏହି ବରା।। ପୂର୍ବ କାଳ ରେ ବାଦାମ ତେଲ ରେ ଛଣା ହେଉଥିବା ବେଳେ ବର୍ତ୍ତମାନ ବାଦାମ ତେଲ ର ଅଭାବ ହେବାରୁ ପାମୋଲିନ ତେଲ ରେ ଛଣା ହେଉଛି।



