୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ ତାରିଖ ଦେଉଛନ୍ତି । ଦିଲ୍ଲୀରେ ଉଚ୍ଚାୟୁକ୍ତ ରହିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତ୍ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଦେଇଛନ୍ତି ନୂଆ ତାରିଖ ।

ଭାରତ ପାକିସ୍ତାନ ଉପରେ ମେ ୧୦ କିମ୍ବା ୧୧ତାରିଖରେ ସୀମିତ ସାମରିକ ଆକ୍ସନ୍ ନେଇପାରେ ବୋଲି ସେ ଆକଳନ କରିଛନ୍ତି । ଏହାପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଇସାକ ଡାର ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମଧ୍ୟ ଗତ ସପ୍ତାହରେ ଭାରତର ଆକ୍ରମଣ ନେଇ ଆକଳନ କରିଥିଲେ ।ଅବ୍ଦୁଲ ବାସିତଙ୍କ ଆକଳନ କ’ଣ?ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତଙ୍କ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଋଷର ବିଜୟ ଉତ୍ସବ ପରେ ଭାରତ ଆସନ୍ତା ୧୦ କିମ୍ବା ୧୧ତାରିଖରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ସେ ଆକଳନ କରିଛନ୍ତି। ତେବେ ଭାରତ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଋଷର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ପହଲଗାମ ଆକ୍ରମଣ ପରେ ଗସ୍ତ ବାତିଲ୍ କରିଥିଲେ ମୋଦି । ଉଭୟ ଭାରତ ଓ ପାକିସ୍ତାନ ସାମରିକ ପ୍ରସ୍ତୁତି ଜୋରଦାର କରିଛନ୍ତି ।ଆକଳନ ନା ଅପପ୍ରଚାର!ଅବ୍ଦୁଲ ବାସିତଙ୍କ ଆକଳନ ବି ପାକିସ୍ତାନର ଅପପ୍ରଚାରର ଅଂଶବିଶେଷ । ଭାରତ ଜବାବୀ ଆକ୍ରମଣ କେବେ କରିବ? କେଉଁ ତାରିଖରେ ଆକ୍ସନ୍ ନେବ? ସେନେଇ ଅଳ୍ପ କେତେଜଣ ହାତଗଣତି ଲୋକଙ୍କ ଛଡା କାହା ପାଖରେ ସୂଚନା ନାହିଁ । ତେବେ ମିଛ ଆକଳନ କରି ଅନ୍ତର୍ଜାତୀୟସ୍ତରରେ ସହାନୁଭୁତି ସାଉଁଟିବାକୁ ଚାହୁଁଛି ପାକିସ୍ତାନ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ୍ ବି ସମାନ ରଣନୀତି ଆପଣାଇଥିଲା । କେବେ ଯୁଦ୍ଧ ହେବ, ସେନେଇ ୟୁକ୍ରେନ୍ ରାଷ୍ଟ୍ରପତି ବାରମ୍ବାର ଘୋଷଣା କରୁଥିଲେ । ୟୁକ୍ରେନ୍ ପରି ଏହି ରଣନୀତି ନିଜକୁ ପୀଡିତ ପ୍ରମାଣିତ କରିବା ସହ ସହାନୁଭୁତି ହାସଲ କରିବାକୁ କରୁଛି ପାକିସ୍ତାନ । ପଶ୍ଚିମ ଗଣମାଧ୍ୟମର ଏକ ବଡ଼ ଅଂଶ ପାକିସ୍ତାନକୁ ସମର୍ଥନ କରିଆସୁଛି । ତେଣୁ ପ୍ରୋପାଗଣ୍ଡା ଓ୍ବାରରେ ଆଗରେ ରହିଛି ପାକିସ୍ତାନ ।ଚିନ୍ତାରେ ଜେନେରାଲ୍ ମୁନିର !ରାଷ୍ଟ୍ରୀୟ ସମ୍ମାନ ରକ୍ଷା ତଥା ଲୋକଙ୍କ ହିତ ପାଇଁ ପାକିସ୍ତାନୀ ସେନା ପୂରା ଶକ୍ତିର ସହ ଭାରତକୁ ଜବାବ ଦେବ ବୋଲି ସେନା ମୁଖ୍ୟ ଅସିମ ମୁନିର କହିଛନ୍ତି । ପାକିସ୍ତାନ ନିଜ ଦେଶରେ ତଥା ବାହାରେ ଶାନ୍ତି ଚାହେଁ। ତେବେ ପାକିସ୍ତାନର ସଂପ୍ରଭୁତା ବା କ୍ଷତ୍ରିୟ ଅଖଣ୍ଡତାର ଉଲ୍ଲଂଘନ ହେଲେ ପାକିସ୍ତାନୀ ସେନା ପୂର୍ଣ୍ଣ ଶକ୍ତିରେ ଜବାବ ଦେବ ବୋଲି ମୁନିର କହିଛନ୍ତି । ପହଲଗାମ ଆକ୍ରମଣର କିଛି ଦିନ ତଳେ ଇସଲାମାବାଦରେ ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଦେଶର ସେନା ମୁଖ୍ୟ ଅସିମ ମୁନିର କାଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ବୈସରନ ଘାଟିରେ ନରସଂହାର କରିଥିଲେ ଆତଙ୍କବାଦୀ । କିଛି ଦିନ ଗାଏବ ହେବା ନେଇ ଚର୍ଚ୍ଚା ପରେ ମୁନିର ସାମନାକୁ ଆସି ଦମ୍ଭ ଦେଖାଇଛନ୍ତି, ହେଲେ ଭାରତକୁ ନେଇ ତାଙ୍କ ମନର ଭୟ ସ୍ପଷ୍ଟ ବାରି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech