ସୁଆଖାଇକାଟେଣି ଗ୍ରା.ପ. ଅସନପାଟିଆ ଗ୍ରମର ଅନଙ୍ଗ କୁମାର ଦାସ . ବୟସ ୪୫ ଆଜି ସଂଧ୍ୟା.୮.୫୦ ସମୟରେ.ଖାଇ ସାରି ହାତ ଧୋଇବା ସମୟରେ ଦନ୍ତାହାତୀ ଆକ୍ରମଣରେ. ବମ ହାତ ଓ ବମଗୋଡ. ଚୁରମାର ହୋଇଯାଇଛି.ଫରେଷ୍ଟର ଗାଡିଯୋଗେ.ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି.ଏବଂ ଡକ୍ତଙ୍କ ପରାମର୍ଶକ୍ରମେ.କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ପୁର୍ବ ତନ ସରପଞ୍ଚ ନ୍ରୁସିହଁଚରଣ ମହାଳିକ.ଏବଂ ଗ୍ରମର ଅଜିତ୍ ଦାସ. ଅଶୋକ ଦାସ . ବିଭୁତି ଦାସ. ମଳୟ ପାତ୍ର ଙ୍କ ସହାୟତାରେ ମେଡ଼ିକାଲ ରେ କରାଗଲା।




