” ଆମ ଆଦମୀ ର ଜିଲ୍ଲା ସଭାପତି ସ୍ବାଗତଂ କାର୍ଯ୍ୟକ୍ରମ ”

ବରଗଡ:୧୧/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ରେଙ୍ଗାଲିକ୍ୟାମ୍ପ ଠାରେ ଆଜି ସନ୍ଧ୍ୟା ୭ଟା ସମୟରେ ଅତାବିରା ବିଧାନସଭା ରେଙ୍ଗଲିକ୍ୟାମ୍ପ ସ୍ତିତ କାଲି ମନ୍ଦିର ରେ ଆମ୍ ଆଦମୀ ପାର୍ଟି ର ବିଧାନ ସଭା ସଭାପତି ଜୟକ୍ରିଷ୍ଣା ଛୁରିଆ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ନୂଆଁ କରି ବରଗଡ ଜିଲ୍ଲା ସଭାପତି ରୂପେ ଦାଇତ୍ତ୍ୱ ପାଇଥିବା ଯଦୁମଣି ପ୍ରଧାନ ଙ୍କୁ ପୁଷ୍ପ ମାଲ୍ୟ ଓ ଗାମୁଛା ଦେଇ ଆମ୍ ଆଦମୀ ପାର୍ଟି ଅତାବିରା ତରଫରୁ ସୁଗତମ୍ କରାଯାଇଥିଲା ଓ ଅତାବିରା ରେ ବ୍ଲକ୍ କମିଟି ର ଚୟନ ର ଚର୍ଚା କରାଯାଇଥିଲା ଏହି ସଭା ରେ ଗୌତମ୍ ମହାନନ୍ଦ, ସାମନ୍ତ ଭୁଏ, ସୂର୍ଯ୍ୟନାରାୟଣ ଭୋଇ, ଧର୍ମରାଜ୍ ମେହେର, ନରୋତ୍ତମ ପଣ୍ଡା, ଗଜିନ୍ଦ୍ର ବାଗ୍, ଏମ ଡି ହନିବ, ସୁବଳ ପ୍ରଧାନ, ସୁବଳ କହର, ଗିରିଧାରୀ ପ୍ରଧାନ, ଓ ପାର୍ଟି ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l




