Spread the love

ଢେ଼ଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପାଖରେ ଲିଚୁ କୋଳି ର ପସରା ଖୋଲିଛି । ଖରା ଦିନେ ଲିଚୁ କୋଳି ଖାଇଲେ ପେଟ ଥଣ୍ଡା ରହେ ଏହି ଲିଚୁ କୋଳି କଲିକତାରୁ ଆସି ବିକ୍ରି କରା ଯାଉଛି । ୨୬୦ ଟଙ୍କା କେଜି ବିକ୍ରି ହୋଉଛି । ଏହି ବର୍ଷ ଅମଦାନୀ କମ୍ ଥିବାରୁ ଉଚା ରେଟ୍ ବିକ୍ରି କରାଯାଉଛି ।

Leave a Reply

Your email address will not be published. Required fields are marked *