ବାଇକ ଓ ଚାରିଚକିଆ ଜାନ ଦୁର୍ଘଟଣା ବାଇକ ଆରୋହି ଗୁରୁତର । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ,ଜୁନାଗଡରୁ ଧର୍ମଗଡ ଜାଉଥିବା, ରାଜପଥର ଚିଚୈଗୁଡା ଛକଠାରେ,ବହୁତ ବଡ଼ ଦୁର୍ଘଟଣା ଘଟି ଜାଇଛି,ଜୁନାଗଡ ପଟୁ ଏକ ଚାରିଚକିଆ ଜାନ ଗାଡିନମ୍ବର OD 08T 3707ଆସୁଥିବାସମୟରେ ଧର୍ମଗଡ ପଟୁ OD08U 6103 ବୁଲେଟରେ ଦୁଇଜଣ ଜୁବକ ଭବାନିପାଟଣା ଜାଉଥିବାବେଲେ ,ଚିଚୈଗୁଡା ଛକଠାରେ ବହୁତ ବଡ଼ ଦୁର୍ଘଟଣା ଘଟି ଜାଇଛି,ଏଥିରେବାଇକ ଆରୋହି ଦୁଇଜଣ ଗୁରୁତର ହୋଇଛନ୍ତି,ଲୋକେ ଜୁନାଗଡ ପୋଲିସକୁ ଜଣାଇବାପରେ,ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ,ବେଶି ଗୁରୁତର ଥିବାରୁ ସେମାନଙ୍କୁ ଭବାନିପାଟଣା ବଡ଼ ଡ଼ାକ୍ତରଖାନାକୁ, ସ୍ଥାନାନ୍ତରିତ କରାଯାଇଛି,ଆହତ ଦୁଇଜଣ ଭବାନିପାଟଣା ପୁରୁଣାପଡାବୋଲି ଜଣାପଡିଛି,ଓ ଚାରିଚକିଆ ଜୁନାଗଡ ବୋଲି ଜଣାପଡ଼ିଛି,ସେମାନେପରିବାର ସହ ସୁସ୍ତରହିଥିବା ଡାକ୍ତର କହିଛନ୍ତି,। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

April 30, 2026/
No Comments


