ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଓରମାସ ପକ୍ଷ ରୁ ଗାଁ ଆମ୍ବ ପସରା ମେଳା ଓ ଆଚାର ବିକ୍ରୀ ଆଦି ୨୫ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶନୀ ସହ ବିକ୍ରୀ ହେବ। ଢ଼େଙ୍କାନାଳ ର ଦୁଇଟି ଏପିଓ ତଥା ହିନ୍ଦୋଳ ର ୫୪୫, ଅରଖପାଳ ଗ୍ରାମ ୩୧୦ ଟି ସହାୟକ ଗୋଷ୍ଠୀ ଦ୍ୱାରା ଆମ୍ବ ପ୍ରଦର୍ଶନୀ କରାଯିବ।

April 29, 2026/
No Comments


