Spread the love

ଅନୁଗୋଳ – ତା ୦୪ -୦୭,୨୦୨୫ ଗାଛି ବୋଲି ଷ୍ଟାଡିୟମ୍, ହାଇଦ୍ରାବାଦ ,ତେଲେଙ୍ଗାନା, ଠାରେ ତା ୦୧, ୦୭, ୨୦୨୫ରିଖ ଠାରୁ ତା ୦୬,୦୭,୨୦୨୫ ରିଖ ପର୍ଯ୍ୟନ୍ତ ଆୟୋଜିତ ୨୪ ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନ ସିପ ୨୦୨୫ ଅନୁଷ୍ଠିତ ହୋଇଅଛି।ଉକ୍ତ କ୍ରୀଡ଼ାରେ ଅନୁଗୋଳ ଜିଲ୍ଲାରବନ୍ତଳl କଲେଜ୍ ର ଛାତ୍ର ଶ୍ରୀ କ୍ରିଷ୍ଣା ସାହୁ, ଓ ଓପି ଜିନ୍ଦଲ ବିଦ୍ୟାଳୟର ଛାତ୍ର ଶ୍ରୀ ରୁଦ୍ର ଜେଠୱା ଉଭୟ ୭୫/୮୫ କେଜି ରେ ଭାଗ ନେବା ପାଇଁ ଓଡ଼ିଶା ଦଳ ସହ ଗସ୍ତ କରିଛନ୍ତି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଏବଂ ଉଶୁ ଆସୋସିଏସନ୍ ସମ୍ପାଦକ ସୁଶାନ୍ତ ନାୟକ ଓ ବରିଷ୍ଠ କ୍ରୀଡାବିତ୍ ମନେ ଶୁଭେଛା ଜ୍ଞାପନ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି, ବୋଲି କୋଚ ଚିତ୍ତରଞ୍ଜନ ମହାନ୍ତ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *