
ବିଭିନ୍ନ ଦାବୀନେଇ ରାଜ ରାସ୍ତାରେ ଡ୍ରାଇଭର ମହାସଂଘ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ଛକ ନିକଟରେ ଶତାଧିକ ସଂଖ୍ୟାରେ ଡ୍ରାଇଭର ବିଭିନ୍ନ ଦାବୀ ନେଇ ରାଜରାସ୍ତାରେ ଧାରଣାରେ । ଆସନ୍ତୁ ଶୁଣିବା କଣ ରହିଛି ସେମାନଙ୍କ ଦାବୀ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




