ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ ।ପୂର୍ବରୁ ହୋଇଥିବା ଗିରଫଦାରୀକୁ ବିରୋଧ କରି ନ୍ୟାୟ ପାଇଁ ଗୁହାରି କଲେ । ‘ମୋ ସହ ଅନ୍ୟାୟ ହୋଇଛି, ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା’। ପୂର୍ବ ସରକାର ସହ ପୋଲିସ ମିଶି ମୋ ନାଁରେ ମିଛ ଅଭିଯୋଗ କରିଥିଲେ’ ।
ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣ କରାଯାଇ ନାହିଁ’ ।
ଯେଉଁମାନେ ସଂପୃକ୍ତ ସମସ୍ତଙ୍କୁ ସାମ୍ନାକୁ ଆଣିବି- ଅର୍ଚ୍ଚନା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
