କୁବେର ନିତ୍ୟାନନ୍ଦ ନାୟକ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ଉପରେ ଭିଜିଲାନ୍ସ ଚଢ଼ାଉ
ଦେଖହୋ କେନ୍ଦୁପତ୍ରର କରାମତି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ କେନ୍ଦୁପତ୍ର ଡିଭିଜନ କୁବେର ବନଖଣ୍ଡ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ। ଅମାପ ଅଚଳଚଳ ସମ୍ପତି ଠାବ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲାର କେନ୍ଦୁପତ୍ର ଡିଭିଜନ କୁବେର ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକଙ୍କ ୧୧୫ଗୋଟି ପ୍ଲଟ ଠାବ ହୋଇଥିବା ନେଇ ସୂଚନା ନିଜ ନାମରେ ୫୩ ଓ ପତ୍ନୀ ଙ୍କ ନାମରେ ୪୨ ଦୁଇ ପୁଅଙ୍କ ନାମରେ ୧୬ଟି ଓ ଝିଅ ନାମରେ ୪ଟି ପ୍ଲଟ ଠାବ ହୋଇଥିବା ନେଇ ସୂଚନା ଏବଂ ନଗଦ ଏକ ଲକ୍ଷ ଉଣେଇଶ ହଜାର ଠାବ ହୋଇଥିବା ବେଳେ ଭିଜିଲାନ୍ସ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା, ତେବେ କେନ୍ଦୁଝର ଜିଲ୍ଲା ସମେତ ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ସାତ ଗୋଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



