ରାକ୍ଷୀ ପୂର୍ଣ୍ଣିମା ପାଇଁ ଫ୍ୟାନ୍ସି ରାକ୍ଷୀ ପସରା ଖୋଲିଛି
ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ସାଇ ବ୍ଲାଉଜ୍ ସଂଟର ଦ୍ବାରା ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଫ୍ୟାନ୍ତି ରାକ୍ଷୀ ଯୋଗାଇ ଦିଆଯାଉଅଛି । ୧୦ ଟଙ୍କାରୁ ଧରି ୪୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ରହିଥିବାବେଳେ ନୂତନ ଡିଜାଇନ୍ର ରାକ୍ଷୀ ଏଠାରେ ମିଳିଥାଏ । ଦୋକାନର ତତ୍ତ୍ୱାବଧାରକ ନିରୂପମା ବେହେରା କୁହନ୍ତି ଏହି ବର୍ଷ ବିଭିନ୍ନ ଡିଜାଇନ୍ ରାକ୍ଷୀ ସହିତ ସିନ୍ଦୂର, ଚାଉଳ ଓ ଆଳି ରହିଛି । ଛୋଟପିଲାଙ୍କ ପାଇଁ ଲାଇଟ୍ ରାକ୍ଷୀ ରହିଛି ।



