କାମାକ୍ଷାନଗର: ଓଲଟିଲା ଯାତ୍ରୀବାହୀ ବସ୍ ୨୦ରୁ ଊର୍ଦ୍ଧ୍ବ ଗୁରୁତର । ତୁମୁସିଂହା ଥାନା କନ୍ତିଓକାଟେଣିଠାରେ ଓଲଟି ପଡ଼ିଲା ବସ୍ । ରେଙ୍ଗାଲିର ଶାଖା କେନାଲରେ ବସ୍ ଓଲଟିପଡ଼ିଥିବା ସୂଚନା ।
ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଘରୋଇ ବସ୍ । କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ।
ଗୁରୁତର ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


