ୱାର୍ 2 ଫିଲ୍ମ୍ ର ଶୁଭମୂହୁର୍ତ୍ତ ବଡ଼ବିଲ ଠାରେ ହୋଇଅଛି
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପିଯେ ମୁଭିଜ୍ ରେ ୱାର 2 ଫିଲ୍ମ୍ ର ଶୁଭ ମୂହୁର୍ତ୍ତ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ମଣ୍ଡଳ ବିଜେପି ପକ୍ଷରୁ ସାଧାରଣ ଜନତା ଙ୍କ ପାଇଁ ଏହି ଫିଲିମ୍ କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା। ତେବେ ଏହି ପିକ୍ଚର୍ ଟି ଦେଶ ବିଭାଜନ ବିଭୀଷିକା ଉପରେ ଆଧାରିତ ହୋଇଥିବା ନେଇ ସୂଚନା। ତେବେ ଏହି ଅବସରରେ ବଡ଼ବିଲ ମଣ୍ଡଳ ବିଜେପି ପକ୍ଷରୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପାର୍ଥି ଡକ୍ଟର ମୁରଲୀ ମନୋହର ଶର୍ମା, ସୁନିଲ ଦାସ୍ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



