କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ ହୋଇଥିବା ନେଇ ସୂଚନା ଶେlଇଥିବା ବେଳେ ଘର ଭାଗିଂ ଆକ୍ରମଣ କଲା ଗେlଠଛଡା ଦନ୍ତା ଚିକିତ୍ସିତ ଅବସ୍ଥାରେ ବୣଦ୍ଧା ମୣତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଚମ୍ପୁଆ ବ୍ଲକ ବର୍ଧନା ଗାଁ ରେ ଘରେ ଶେlଇଥିବା ବେଳେ ଘର ଭାଗିଂ ପଶିଥିଲା ଗେlଠଛଡା ଦନ୍ତା l ଗତ ରାତି ପାଖାପାଖି ରାତ୍ରୀ ବାରଟା ବେଳେ ବର୍ଧନା ଗାଁ ର ଶରଧା ଖିଲାର (70ବର୍ଷ) ଘରେ ଶେlଇଥିବା ବେଳେ ଚମ୍ପୁଆ ଆକ୍ରମଣ କରିଥିଲା ଦନ୍ତା। ଚମ୍ପୁଆ ରେଞ୍ଜ ରେ ଆତକଂ ଜାରି ରଖିଥିବା ଗେlଠ ଛଡା ଦନ୍ତାହାତୀ ଧାନ ଖାଇବା ଆଶାରେ ଘର ଭାଗିଂ ଭିତରେ ପଶିଥିଲା l ଘର ଭିତରେ ଥିବା ଶରଧାକୁ ଆକ୍ରମଣ କରିବା ସହ ଘର ଭିତରେ ଥିବା ଧାନ ଖାଇ ଥିଲା ହାତୀ l ସେତେ ବେଳେ ତାକଂ ପରିବାର ଲେlକ ଅନ୍ୟ ଏକ କେlଠରୀରେ ଶେlଇଥିବାରୁ ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି l ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ହାତୀକୁ ଘଉଡାଇ ଶରଧାକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ପ୍ରଥମେ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଏବଂ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାକଂ ମୣତ୍ୟୁ ହେଇଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



