ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ଏହି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ହୋଇଛି ପାରିତ , ଏହା ସହ ସଂସଦୀୟ ବ୍ୟାପାର ଓ ଏଇ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ ହୋଇଛି ।
ସେପ୍ଟେମ୍ୱର ୧୮ରୁ ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ ।ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ମିଳିଲା ଅନୁମୋଦନ ।



