ରାମେଶ୍ବରପୂର ଜୟ ଜଗନ୍ନାଥ କ୍ଲବ୍ ୨୩ ତମ ଗଣେଶ ପୂଜା ପାଳିତ
ଢେଙ୍କାନାଳ ରମେଶ୍ୱରପୁର ତରଫ ରୁ ୨୩ ତମ ଗଣେଶ ପୂଜା ପାଳିତ ହୋଇଯାଇଛି ୨୭.୦୮.୨୦୨୫ ରୁ ଆରମ୍ଭ ହୋଇ ୨.୦୯.୨୦୨୫ ରାତ୍ର ରେ ପୂର୍ଣ୍ଣାହୁତି ହେବ ୭ ଦିନ ଧରି ପୂଜା ଚାଲିବ ଏଥର ର ମୁଖ୍ୟ ଆକର୍ଷଣ ମୂର୍ତ୍ତି ଏବଂ ସାଜ୍ଜ ସଜ୍ଜା ଏଥର ର ସଭାପତି – ସୁଭେନ୍ଦ୍ର ସାହୁ ସଂପାଦକ – ସୁବ୍ରତ ମହାକୁଡ୍ କୋଷାଧ୍ୟକ୍ଷ – ଅଜୟ କୁମାର ନାୟକକ୍ଲବ୍ ର ସମସ୍ତ ସଦସ୍ୟ କୁ ନେଇକରି ପୂଜା ଅନୁଷ୍ଠିତ ହୋଇଛି ।



