ଢ଼େଙ୍କାନାଳ: ଆଉ ଦୁଇ ଦିନ ପରେ ବିଶ୍ଵକର୍ମା ଙ୍କ ପୂଜା ପାଇଁ ବିଭିନ୍ନ ଛକ ଓ ବଜାର ମାନଙ୍କ ରେ ମୂର୍ତ୍ତୀ ର ପସରା ଖୋଲିଛି। ଢେଙ୍କାନାଳ ପୁରୁଣା ବସଷ୍ଟାଣ୍ଡ ନିକଟ ଜବାହର ଚୌକ ରେ ଥିବା ପାତ୍ର ବୁକ୍ ଷ୍ଟୋର ୩୦୦ ରୁ ଆରମ୍ଭ ହୋଇ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି ବୋଲି କହିଛନ୍ତି ଦୋକାନ ମାଲିକ।

April 30, 2026/
No Comments


