Spread the love

ଆବାସ ଘର ଅପେକ୍ଷାରେ ନିମ ସାହୁ..

ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି ରଞ୍ଜଗୋଳ ପଞ୍ଚାୟତ ରେ.. ବୟସ ର ଚତୁର୍ଥ ପାହାଚ 82ବର୍ଷ ରେ ପହଂଚି, ସାଥ୍‌ରେ ନିଜର 50ବର୍ଷର ଅବିବାହିତ ଝିଅ କୁ ନେଇ ବରଡ଼ା ଘେରା ପଲିନ ତଳେ ରହିବାକୁ ପଡୁଛି… ସ୍ବାମୀ ଚାଲି ଯାଇଛନ୍ତି ଅନେକ ଦିନରୁ.. ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି, ତାଙ୍କର ଗୁହାରି… ଖରା ଦିନେ କେତେବେଳେ ଚାଳ ଉଡାଇ ନେବା ଓ ମାଙ୍କଡ଼ ଆସି ଘରକୁ ନଷ୍ଟ କରିବା ଓ ବର୍ଷା ଦିନେ ଘରକୁ ପାଣି ପଶି ଆସିବା ଭଳି ଅସୁବିଧା ହୋଇଥାଏ,….ରୋଜଗାର କରିବାକୁ ଘରେ କେହି ନାହାନ୍ତି… ଆଶ୍ରା କେବଳ ଭତ୍ତା ଓ ରାସନ….ତେଣୁ ଏଭଳି ପରିବାର କୁ ତୁରନ୍ତି ଆବାସ ଘର ଯୋଗାଈ ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *