ମେରା ୟୁବା ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଆଜି ବିକାଶ ଦିବସ (ଏକ୍ ପେଡ୍ ମା କେ ନାମ୍) ଅବସରରେ ଢେଙ୍କାନାଳ ଟାଉନ୍ ଓ ସଦର ବ୍ଲକ ବାଲ୍ୟମ୍ବା ଓ ମଙ୍ଗଳପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।ଏଥିରେ ଆମ୍ବ ଗଛ,ନିମ୍ବ ଗଛ,ବଉଳ ଗଛ, ଓଉ ଗଛ,ଅକାସିଆ ଗଛ,ପଣସ ଗଛ ଆଦି ପଞ୍ଚାୟତ ଅଫିସ୍ ପରିସରରେ ଗ୍ରାମର ବିଦ୍ୟାଳୟ ପରିସରରେ ଲଗାଯାଇଛି।ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟ ସୌମ୍ୟା ମିଶ୍ର ଓ ମଙ୍ଗଳପୁର ସରପଞ୍ଚ ଶ୍ରୀମତୀ ଲିନା ଦାସ ଓ ସମାଜସେବୀ ଅନ୍ତରା ବେହେରା ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ।

June 18, 2026/
No Comments


