ଢେ଼ଙ୍କାନାଳ ଦୁର୍ଗା ବଜାର ପୂଜା କମିଟିର ପ୍ରଥମ ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ
ଢେ଼ଙ୍କାନାଳ ଦୁର୍ଗା ବଜାର ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଏବଂ ସାହି ବାସିନ୍ଦା ଏକତ୍ରିତ ହୋଇ ପ୍ରଥମ ଲକ୍ଷ୍ମୀ ପୂଜା ବୈଠକ । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବସିଥିଲେ। ସଭାପତି ପ୍ରକାଶ କୁମାର ମହାନ୍ତି ସମ୍ପାଦକ ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବ ବର୍ଷ ର ଆୟ ବେୟ ଉପରେ ଆଲୋଚନା ଏବଂ ଚଳିତ ବର୍ଷ ପୂଜା ଶାନ୍ତି ଶୃଙ୍ଖଳା ରେ ସମ୍ପୂର୍ଣ୍ଣ କରିବା ଆଲୋଚନା ହୋଇଥିଲା। ଏହି ବୈଠକ ରେ ବଜାର ୩୦ ରୁ ଉର୍ଦ୍ଧ ସାହି ବାସିନ୍ଦା ଓ ବ୍ୟବସାୟୀ ବୃନ୍ଦ ଯୋଗ ଦେଇଥିଲେ।



