ସରକାରୀ ଛାପା କାରଖାନା ମଧ୍ୟରେ ପ୍ରଭୁ ବିଶ୍ବକର୍ମା ଦେବଙ୍କ ପୂଜା ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଏହି ପୂଜା ଆଜକୁ ପ୍ରାୟ ଦୀର୍ଘ ଦିନରୁ ପାଳିତ ହୋଇଆସୁଛି। ସରକାରୀ ଛାପା କାରଖାନା କର୍ମଚାରୀ ମାନେ ଉପସ୍ଥିତ ରହି ଭକ୍ତି ରସରେ ଆଜି ପୂଜା କରିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ କିଶ୍ୱର ପଶାୟଦ କହିଥିଲେ। ହଳିତ ବର୍ଷ ଏକ ହାତୀ ମୁଣ୍ଡ ତୋରଣ ଟି ବେଶ ମନ ଛୁଆଁ ହୋଇଛି ବୋଲି ସାଧାରଣ ରେ ଚର୍ଚ୍ଚା ହୋଇଛି lଶେଷରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।

May 1, 2026/
No Comments


