ଦିନ୍ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମଦିବସ ପାଳିତ
ଆଜି ତା -25.9.2025 ରିଖ ବୁଧବାର ଦିନ ଗୋନ୍ଦିଆ ବ୍ଲକ ସ୍ଥିତ ଲାଉଲଇ ର ପ୍ରିୟ କାର୍ଯ୍ୟାଳୟ ଠାରେ ଦିନ ଦୟାଲ ଉପାଧ୍ୟାୟ ଙ୍କର 110 ତମ ଜନ୍ମଦିବସ ପାଳିତ ହୋଇଅଛି। ମେରେ ଯୁବ ଭାରତ, ଢେଙ୍କାନାଳ ଓ ପ୍ରିୟ ଯୁବ ଅନୁଷ୍ଠାନ ମିଳିତ ସହଯୋଗ ରେ ଦିନ୍ ଦୟାଲ ଉପାଧ୍ୟାୟ ଙ୍କର ଜୀବନଶୈ ଲି ଓ କାର୍ଯ୍ୟଦକ୍ଷତା ଓ ଅନ୍ତର୍ଦୟ ସମାଜ ର ଶେଷ ସ୍ତରର ଲୋକ ନିକଟରେ ଜନ ମଙ୍ଗଳ କାର୍ଯ୍ୟ ପହଞ୍ଚେଇବାକୁ ଉପାଧ୍ୟାୟ ଙ୍କର ଉଦ୍ୟମ କରୁଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ ଉପସ୍ଥିତ ରହି ବୁଝାଇ କହିଥିଲେ। ଏଥିରେ ପ୍ରିୟ ର କର୍ମ କର୍ତ୍ତା ଅନ୍ନପୂର୍ଣ୍ଣ। ଧଳ, ସୋନାଲି ଧଳ, ଲକ୍ଷ୍ମୀପ୍ରିୟା ନାୟକ, ରବୀନ୍ଦ୍ର ସାମଲ, ପର୍ଶୁରାମ ଦାସ ସହଯୋଗ କରିଥିଲେ। ସର୍ବଶେଷରେ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


