ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗା ଙ୍କୁ ବିଜୟା ଦଶମୀ ରେ ରାଜ ରାଜେଶ୍ୱରି ବେଶ
ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗା ଙ୍କୁ ବିଜୟା ଦଶମୀ ରେ ରାଜ ରାଜେଶ୍ୱରି ବେଶ ସକାଳୁ ମଙ୍ଗଳ ଆଳତି, ମହାସ୍ନାନ ,ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି ହୋଇଥିଲା। ଆଜି ସକାଳ ୯.୩୦ ରେ ପଣା ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ ବିଜୟ ଦଶମୀ ପୂଜା ଓ ଅପରାଜିତା ପୂଜା କରାଯାଇଥିଲା ପ୍ରତ୍ୟେକ ଦିନ , ସନ୍ଧ୍ୟା ରେ ଆଳତି ରାତ୍ର ରେ ବଡ଼ ସିଂହାର ଭୋଗ ପରେ ପହଡ଼ ପଡ଼ିବ



