Spread the love

କଟକ: କଟକରେ କର୍ଫ୍ୟୁ ଅବଧି ଶେଷ ହୋଇଛି। ଆଜି ଦିନ ୧୦ଟା ଯାଏ ଥିଲା କର୍ଫ୍ୟୁ ଅବଧି। କର୍ଫ୍ୟୁ ଅବଧି ବୃଦ୍ଧି ନେଇ ହୋଇନାହିଁ ନିଷ୍ପତ୍ତି। ସହରରେ ଜନଜୀବନ ଓ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। ଆଜି ସନ୍ଧ୍ୟା ୭ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *