ବ୍ରାଉନସୁଗର ବେପାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ଭୁବନେଶ୍ଵର ବଡ଼ଗଡ଼ ଥାନା ପୁଲିସ। ସେମାନେ ହେଲେ ଲିଟେନ୍ଦ୍ର ବେହେରା(୪୨) ଏବଂ ଡି. ସୀମାଦ୍ରି ରେଡ୍ଡୀ(୨୪)। ବ୍ରହ୍ମେଶ୍ଵର ରାସ୍ତାର ମହେଶ୍ଵର ମନ୍ଦିର ସମ୍ମୁଖରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୁଲିସ ଅଭିଯୁକ୍ତମାନଙ୍କଠାରୁ ୧୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

